ଖବର ଆଜିର ତାରିଖ:୦୫/୦୨/୨୫, ବୁଧବାର


୧-ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଉପକୃତ ହେବେ ୬୦୫୮ କର୍ମଚାରୀ।

୨-କୋଣାର୍କ:ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ‌।

୩-ବାରବାଟୀ କ୍ରିକେଟ ଟିକଟ ରାଜନୀତି: ବିକ୍ରି କମ୍ ବଣ୍ଟା ବେଶୀ।

୪-ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ଟାରୁ ରାତ୍ର ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

୫-ରେକର୍ଡ ଭାଙ୍ଗିଲା ଖରା, ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଲା ଭୁବନେଶ୍ବର।

୬-ସମ୍ବଲପୁର:ରାଉରକେଲା -ପୁରୀ ଇଣ୍ଟରସିଟି ଟ୍ରେନରୁ ୪ ଲୁଟେରା ଗିରଫ, ଯାତ୍ରୀମାନଙ୍କ ଠାରୁ ସୁନା ଗହଣା କରୁଥିଲେ ଲୁଟ।

୭-ଫେବୃଆରୀ ୧୫ରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ହକି ମହାକୁମ୍ଭ, ମାଗଣାରେ ମ୍ୟାଚ ଦେଖିପାରିବେ ଦର୍ଶକ।

୮-+୨ ପରୀକ୍ଷାରେ କପି ରୋକିବାକୁ ୫ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା । ପ୍ରଶ୍ନପତ୍ର ଲିକ୍ କିମ୍ବା ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ।

୯-ଭୁବନେଶ୍ୱର ବିବାହ ମଣ୍ଡପରୁ ଚୋରି ମାମଲା: ଚୋରକୁ ଧରିଲା ପୁରୀ ପୋଲିସ।

୧୦-ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍‌ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ, କ୍ରୁଟ୍‌ ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ।

୧୧-ଭୁବନେଶ୍ୱର:ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍, ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ।

୧୨-ବ୍ରହ୍ମପୁର:ପୁତ୍ରହନ୍ତା ମାଆକୁ ଆଜୀବନ ଜେଲ୍, ୮ ବର୍ଷର ପୁଅକୁ ପୋଖରୀରେ ବୁଡ଼ାଇ ମାରିଥିଲା।

୧୩-କଟକ ରାଜ୍ୟରେ ଖୋଲିବ ନୂତନ ଦନ୍ତ ଚିକିତ୍ସାଳୟ: ମନ୍ତ୍ରୀ 

୧୪-ଭିଜିଲାନସ ଜାଲରେ ସତ ବୀରମହାରାଜପୁର ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ।

୧୫-ଓଡ଼ିଶା ଗସ୍ତରେ ୧୬ଶ ଅର୍ଥ କମିଶନ, ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ।

୧୬-ପାରଳାଖେମୁଣ୍ଡି: ଘାଟିରାସ୍ତାରେ ବସ୍ ଓଲଟି ୨୪ ଜଣ ଆହତ।

୧୭-ମହାକୁମ୍ଭରେ ବୁଡ଼ ପକାଇଲେ ଭୁଟାନର ରାଜା; ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି କଲେ ଅମୃତ ସ୍ନାନ।

୧୮-ଆଜି କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ।

୧୯-ଥିରୁଅନନ୍ତପୁରମ: ଅଙ୍ଗନବାଡ଼ିରେ ଉପମା ନୂହେଁ,ବିରିୟାନୀ ମିଳୁ: ଶିଶୁଙ୍କ ଦାବି ମନ୍ତ୍ରୀ ନିକଟରେ।

୨୦-ଦେଶାଟନକାରୀଙ୍କୁ ଆମେରିକାରୁ ବିତାଡନ ଆରମ୍ଭ:ପ୍ରଥମ ଦଫାରେ ୨୦୫ ଭାରତୀୟ ବିଦା।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024