ଖବର ଆଜିର ତାରିଖ:୦୧/୦୩/୨୫, ଶନିବାର

 

୧-ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ଟଙ୍କା।

୨-ନୂଆ ଦିଲ୍ଲୀ:ପାଚିକା ଓ ସହାୟିକାଙ୍କ ପାରିତୋଷିକ ୩ ହଜାରକୁ ବୃଦ୍ଧି।

୩-IPS ସ୍ତରରେ ବଡ଼ ଅଦଳବଦଳ,ନିତି ଶେଖର ହେଲେ ଦକ୍ଷିଣାଞ୍ଚଳ DIG।

୪-OAS ସ୍ତରରେ ବି ବଦଳି, ଶ୍ବେତ କୁମାର ଦାଶ ହେଲେ CDA ସଚିବ।

୫-ଭୁବନେଶ୍ୱର:ମାର୍ଚ୍ଚ ମାସରେ ହେବ OSSCର‌ ୫ଟି ନିଯୁକ୍ତି ପରୀକ୍ଷା।

୬-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବଦଳି ପ୍ରହସନ, ମନ୍ତ୍ରୀ ଏବଂ ସଚିବଙ୍କ ନିର୍ଦ୍ଦେଶ ମାନୁ ନାହାଁନ୍ତି ଅଧିକାରୀ।

୭-୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି।

୮-ମାର୍ଚ୍ଚ ୧ରୁ ଖୋଲିବ ରାସନ କାର୍ଡ ଆବେଦନ ପୋର୍ଟାଲ: ଯୋଗାଣମନ୍ତ୍ରୀ

୯-ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ବାବୁସାନ।

୧୦-ଭୁବନେଶ୍ୱର:ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼ କଲେ ରାଜ୍ୟ ସରକାର।

୧୧-ଗୁଣପୁର:ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ସବ୍ୟସାଚୀ ପଣ୍ଡା ନିର୍ଦୋଷ।

୧୨-ବିଂଝାରପୁର ବିଧାନସଭା ନିର୍ବାଚନୀ ମାମଲା, ହାଇକୋର୍ଟରେ ପ୍ରମିକା ମଲ୍ଲିକ ବଡ଼ ବିଜୟ ।ପ୍ରତିପକ୍ଷ ବବିତା ମଲ୍ଲିକଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ।

୧୩-ଫୁଲବାଣୀ:କାନ୍ଦ୍ରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କହଁର।ସରକାରୀ ଅର୍ଥ ହଡପ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ।

୧୪-ବରଗଡ଼:ମେଲଛାମୁଣ୍ଡା ଥାନା ସାନଜୋରଠାରେ ମର୍ମନ୍ତୁଦ ଦୁର୍ଘଟଣା, ମା’ପୁଅ ସହ ଡ୍ରାଇଭର ମୃତ।

୧୫-ତାଞ୍ଜାନିଆର କିଲିମାଂଜୋରୋ ଶୃଙ୍ଗ ଆରୋହଣ କରି ରେକର୍ଡ଼ କଲେ ଓଡ଼ିଆ ଦମ୍ପତି ସୗଭାଗ୍ୟ ଓ ସାଗରିକା।

୧୬-'୨୦୪୭ ସୁଦ୍ଧା ଉଚ୍ଚ ଆୟକାରୀ ଦେଶ ହେବା ପାଇଁ ଭାରତକୁ ଦରକାର ୭.୮%ର ହାରରେ ଅଭିବୃଦ୍ଧି’।

୧୭-ଆଗ୍ରା:ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର, ମାନବ ଶର୍ମା।

୧୮-ଛାତ୍ରଛାତ୍ରୀଙ୍କ ଉପରେ ମହଙ୍ଗା ଡଲାର ଛାଟ, ବିଦେଶରେ ପାଠପଢ଼ା ସ୍ୱପ୍ନ ପାଲଟିଲାଣି।

୧୯-ଉତ୍ତରାଖଣ୍ଡ:ବଦ୍ରିନାଥରେ ହିମସ୍ଖଳନ, ୩୩ ଶ୍ରମିକ ଉଦ୍ଧାର, ଫସି ରହିଛନ୍ତି ଆଉ ୨୪।

୨୦-ଲାହୋର: ଚମ୍ପିୟାନ ଟ୍ରଫି ସେମିରେ ଅଷ୍ଟ୍ରେଲିଆ;ଝୁଲିଲା ଆଫଗାନିସ୍ତାନ ଭାଗ୍ୟ।

୨୧-ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024