ଖବର ଆଜିର ତାରିଖ:୨୮/୦୨/୨୫, ଶୁକ୍ରବାର



୧-ଭୁବନେଶ୍ୱର:କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥର ୪ ରେଳ କର୍ମଚାରୀ ସମ୍ମାନିତ।

୨-ନୂଆ ଦିଲ୍ଲୀ: ୧୯୮୭ ବ୍ୟାଚ୍ IAS ତୁହିନକାନ୍ତ ପାଣ୍ଡେ ସେବି ଅଧ୍ୟକ୍ଷ ନିଯୁକ୍ତ।

୩-ଆରପାରିରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି, ଆଉ ଶୁଭିବନି ‘ମୁଁ ଦଣ୍ଡା ବାଳୁଙ୍ଗା’..। ମୁଖ୍ୟମନ୍ତ୍ରୀଙ୍କ ଶୋକ।

୪-ଦଶମ ଶ୍ରେଣୀ ଗଣିତ ପରୀକ୍ଷାରେ କପି କରି ଧରା ପଡ଼ିଲେ ୫ ପରୀକ୍ଷାର୍ଥୀ, ଲାଇଭ ଷ୍ଟ୍ରିମିଙ୍ଗ ବେଳେ ପରୀକ୍ଷାର୍ଥୀଙ୍କୁ ଧରିଲା AI କ୍ୟାମେରା।

୫-କଟକ:ଡିଜିଟାଲ ଆରେଷ୍ଟ ଠକାମୀର ଶୀକାର ହେଲେ ଭାରତୀୟ ନୌସେନା ଅଧିକାରୀ, ସାଇବର ଠକ ଠକିନେଲେ ୧ କୋଟି ୮ ଲକ୍ଷ ଟଙ୍କା।

୬-ଜଗତସିଂହପୁର: ହୋମଗାର୍ଡଙ୍କୁ ପ୍ରତାରଣା ମାମଲାରେ ଥାନାବାବୁ ଶ୍ବଶୁରଙ୍କ ପାଲଟା ଅଭିଯୋଗ:ପ୍ରେମ ନୁହେଁ; ଟଙ୍କା ଉଧାର ବିବାଦ।

୭-ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା, ତଦନ୍ତ ପାଇଁ ସ୍କୁଲରେ ପହଞ୍ଚିଲେ ଆରଡିସି।

୮-ବରୀ:ବଢୁଛି କୁମାରୀ ମାତୃତ୍ଵ,ଆଉ ଜଣେ ୧୦ମ ପରୀକ୍ଷାର୍ଥୀଙ୍କ ସନ୍ତାନ ପ୍ରସବ।

୯-ଢମଣା:ରାଜଧାନୀରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ପଥଚାରୀ, ଚନ୍ଦ୍ରଶେଖରପୁର ପୋଲିସର ଛାନ୍‌ଭିନ୍‌ ଜାରି।

୧୦-ଡେରାବିଶ,ଡେରାକୁଣ୍ଡି ଗ୍ରାମ:ମା' ସ୍କୁଟି ନ ଦେବାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ।

୧୧-ନନ୍ଦପୁର:୪୦ ଫୁଟ୍ ପୋଲ ତଳକୁ ବାଇକ୍ ଖସି ୨ ମୃତ,ଜଣେ ଗୁରୁତର।

୧୨-କେଭିଙ୍କ ଘରେ ତିଆରି ହେଲା ବିଜେପି ନେତାଙ୍କ ଥଇଥାନ ପ୍ଲାନ । ଦଳ ଡିଆଁଙ୍କୁ ମିଳିବ ଗିଫ୍ଟ । ୧୪୦ ନେତା ହେବେ ଥଇଥାନ।

୧୩-ମହଙ୍ଗା ହୋଇପାରେ ବିଜୁଳି,ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇଁ ଗ୍ରୀଡକୋର ପ୍ରସ୍ତାବ।

୧୪-ବଣାଇଁ:୬ ଆନ୍ତଃଜିଲା ଶିକାରୀ ଗିରଫ, ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଜୀବଜନ୍ତୁଙ୍କ ଚମଡା ଜବତ।

୧୫-ତୁମୁଡିବନ୍ଧ:ଲୁଟିନେଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା, ଦୋକାନ ବଜାର ବନ୍ଦ।

୧୬-ସାରାରାଜ୍ୟରେ ଜମି ଫେରାଇ ଆଣିବାକୁ ପ୍ରକ୍ରିୟାଆରମ୍ଭ,ଜବରଦଖଲ ଉଛେଦ ପାଇଁ ରୋଡମ୍ୟାପ ପ୍ରସ୍ତୁତ ।

୧୭-କଣ୍ଟାବାଞ୍ଜି:ମାଟ୍ରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ୬ ଶିକ୍ଷକ ନିଲମ୍ୱିତ।

୧୮-ଦିଲ୍ଲୀ ବିଧାନସଭା ବାହାରେ ହଙ୍ଗାମା । ନିଲମ୍ବିତ ଆପ ବିଧାୟକଙ୍କ ପାଇଁ ଲାଗିଲା ବ୍ୟାରିକେଡ୍‌ ।

୧୯-ଭାରତର ଜାତୀୟ ଚେତନାକୁ ପୁନର୍ଜୀବିତ କରି ଆସୁଛି ମହାକୁମ୍ଭର ପରମ୍ପରା – ମୋଦୀ।

୨୦-ଜେରୁଜେଲମରେ ଲୋକଙ୍କ ଉପରେ ମାଡିଗଲା କାର୍: ୧୦ ଆହତ, ୨ ପୁଲିସଙ୍କୁ ଛୁରାମାଡ଼।

୨୧-ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି –ବର୍ଷା ଯୋଗୁଁ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ବାତିଲ।

୨୨-ଓସ୍କାର ବିଜେତା ହଲିଉଡ ଅଭିନେତା ଜିନ୍ ହ୍ୟାକମେନ୍ ଓ ତାଙ୍କ ପତ୍ନୀ ମୃତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024