ଖବର ଆଜିର ତାରିଖ:୩୧/୦୧/୨୫, ଶୁକ୍ରବାର


୧-ରାଜ୍ୟରେ ପଞ୍ଜୀକୃତ ହେଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ।

୨-ଭୁବନେଶ୍ୱର:ଫେବୃଆରୀ ୨ ଯାଏଁ ଘନ କୁହୁଡ଼ି, ସତର୍କ ସୂଚନା ଜାରି।

୩-ଇ-କେୱାଇସି ଅପଡେଟ୍‌‌ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର।

୪-ଭୁବନେଶ୍ୱର:ଫେବୃୟାରୀ ୩ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ।

୫-ଭୁବନେଶ୍ବରରେ ମୋହନ ଭାଗବତ, ୩ ତାରିଖ ଯାଏଁ ସଂଘର ସାଂଗଠନିକ କାର୍ଯ୍ୟର କରିବେ ସମୀକ୍ଷା।

୬-ସରସ୍ବତୀ ପୂଜା ପାଳନକୁ ନେଇ ଦୂର ହେଲା ଦ୍ବନ୍ଦ୍ବ, ଫେବ୍ରୁଆରୀ ୨ରେ ହେବ ବୋଲି ସ୍ପଷ୍ଟ କଲେ ଶ୍ରୀମନ୍ଦିର ନୀତି ପ୍ରଶାସକ।

୭-ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ଫେବୃଆରୀ ୪ ଯାଏଁ ବାତିଲ୍‌।

୮-ଭୁବନେଶ୍ୱର: ବଦଳିଲେ ୧୭ ଅବକାରୀ ଅଧିକାରୀ,ଏଥିରେ ୭ଜଣ ସୁପରିଟେଣ୍ଡେଣ୍ଟ୍ ଅଛନ୍ତି।

୯-କୁଆଖିଆ ଥାନା ଅଞ୍ଚଳ ନଠୁଆବର ଗାଁ:ଯାଜପୁରରେ ଚାଞ୍ଚଲ୍ୟ, ପରିବାରକୁ ନିଶା ଦେଇ ପ୍ରେମିକ ସହ ଫେରାର ମାରିଲା ନାବାଳିକା।

୧୦-କିଟ୍‍ ବିଶ୍ୱବିଦ୍ୟାଳୟରେ ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

୧୧-ପଦ୍ମପୁର: ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

୧୨-ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

୧୩-ଡେରାବିଶ,ଜାଗୁଳାଇ ବିଦ୍ୟାନିକେତନ,ବେଲରପା:ଦୀର୍ଘଦିନର ଶିକ୍ଷକତା ପରେ ଆଜି ଅବସର ନେବେ ଶ୍ରୀଯୁକ୍ତ ଭାଗିରଥି ମହାରଣା,ପିଟି ସାର୍ ନାମରେ ପରିଚିତ।ଜଣେ ନିଷ୍ଠାପର, କର୍ମତତ୍ପର, ମିଷ୍ଟଭାଷୀ ଓ ମେଳାପି ଶିକ୍ଷକ ଭାବରେ ସବୁ ମହଲରୁ ଛୁଟୁଛି ପ୍ରଶଂସା।🙏

୧୪-ସାବଧାନ ! ଏଣିକି ରେଳଧାରଣା ନିକଟରେ ସେଲଫି ଉଠାଇଲେ ଜରିମାନା ସହ ଯିବାକୁ ପଡ଼ିବ ଜେଲ:ପୂର୍ବତଟ ରେଳପଥ ।

୧୫-ଆନନ୍ଦପୁର:ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା।ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

୧୬-ପଟ୍ଟାମୁଣ୍ଡାଇ,ଡାମରପୁର ଗାଁ: ନିର୍ବନ୍ଧ ପରେ କନ୍ୟାକୁ ବିଷ । ବିଷ ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା ।

୧୭-ଭିଜିଲାନ୍ସ ଜାଲରେ ITDA ପିଏ,ବିଶ୍ଵଦର୍ଶୀ ସାହୁ,୭ଟି ସ୍ଥାନରେ ଚାଲିଛି ରେଡ୍।

୧୮-କୁମ୍ଭରେ ଅଘଟଣ ପରେ ଚେତିଲା ପ୍ରଶାସନ । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଭିଆଇପିଙ୍କ ପାସ୍ ବାତିଲ।

୧୯-କୁମ୍ଭ ମେଳାରୁ ବଦଳିଲା ଭାଗ୍ୟ, ପ୍ରଥମ ବଲିଉଡ୍ ଫିଲ୍ମ ସାଇନ କଲେ ମୋନାଲିସା।

୨୦-୨୦୨୪ରେ ଠକେଇ:ଦେଶରେ ପ୍ରତି ୩ରୁ ଜଣେ ଭାରତୀୟ ହରାଇଛନ୍ତି ଟଙ୍କା।

୨୧-ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ।

୨୨-ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ’, ଜଣାପଡିବ ଦେଶର ଆର୍ଥିକ ପରିସ୍ଥିତି।

୨୩-ଆମେରିକା ଓ୍ଵାସିଂଟନ୍ ଡିସିର ପୋଟୋମାକ୍ ନଦୀ ଉପରେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,୬୪ ମୃତ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024