ଖବର ଆଜିର, ୨୨ ଜାନୁଆରୀ, ବୁଧବାର


ପରଦିନ ଠାରୁ କମିବ ଶୀତ, କିଛି ଜିଲ୍ଲାରେ କୁହୁଡ଼ି ହେବ

ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କଲେ। ପ୍ୟାକ୍ସ ଓ ଲ୍ୟାମ୍ପ୍ସଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା, ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମହିଳାଙ୍କୁ ଖୋଜି ଖୋଜି ମାହାଳିଆ ଟଙ୍କା ଦେବେ ରାଜ୍ୟ ସରକାର

ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି, ଏଣିକି ମାସିକ ମିଳିବ ୩୦୦୦ ଟଙ୍କା। ଉପକୃତ ହେବେ ଏକଲକ୍ଷ ବାରହଜାର ବ୍ୟକ୍ତି

ପୁରୀ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୁଲିସ୍, ମୋବାଇଲ୍‌ ଫୋନ୍ ବି ନିଷେଧ

ନୂତନ ଶିକ୍ଷାନୀତି ସଂକ୍ରାନ୍ତ ୩ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ

ଫେବ୍ରୁୟାରୀ ୧୩ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ, ଏପ୍ରିଲ ୫ ଯାଏ ଚାଲିବ।

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ନମୁନା ପ୍ରଶ୍ନପତ୍ର 'ପରୀକ୍ଷା ଦର୍ପଣ' ଉନ୍ମୋଚିତ।

ଧାନକିଣା ପ୍ରକ୍ରିୟାରେ ୪୫୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ

କଟକରେ ୩ ଦିନ ଧରି ପାଳନ ହେବ ପରାକ୍ରମ ଦିବସ, ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସଂସ୍କୃତି ବିଭାଗର ଅଧିକାରୀ

କଟକ ଜିଲ୍ଲା ବଡ଼ମ୍ବାର ଓଡ଼ିଆ ଚାଷୀ, କୃଷକସାଥୀ ଚୈତନ୍ୟ ମୁଦୁଲି ଦିଲ୍ଲୀ ଯିବେ

ଭୁବନେଶ୍ବର ଆୟୁର୍ବେଦ ଚିକିତ୍ସାଧାରୀ (ଡିଏଏମ୍‌ଓ) ଙ୍କ କାର୍ଯ୍ୟାଳୟରେ କୋଟି କୋଟି ଟଙ୍କାର ଔଷଧ ଗଚ୍ଛିତ, କିନ୍ତୁ ରୋଗୀ ପାଉନାହାନ୍ତି ବାତ ଓ ଆଣ୍ଠୁଗଣ୍ଠି ଔଷଧ

ବରଗଡ଼ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ରାୟଗଡା ରେଳ ଷ୍ଟେସନରେ ୨୫ ହଜାର କେଭି ବିଦ୍ୟୁତ୍‌ ତାରକୁ ସ୍ପର୍ଶ କରି ଅଜଣା ବ୍ୟକ୍ତି ମୃତ

ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ।

ବରଗଡ ସହର ବନ୍ଦ ପାଳନ ବେଳେ କୋର୍ଟ ସମ୍ମୁଖରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ବାଗ୍‌ଚୀ କରୁଣାଶ୍ରୟରେ ଉଦଘାଟିତ ହୋଇଛି ପାଲିଏଟିଭ କେୟାର ସେଣ୍ଟର, କ୍ୟାନ୍ସରରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କୁ ମିଳିବ ମାଗଣା ସେବା

ଭାରତୀୟ ରେଳବାଇରେ ପୂରଣ ହେବ ୩୨ ହଜାରରୁ ଅଧିକ ଗ୍ରୁପ୍ ଡି ପଦବୀ।ଦଶମ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ

ଚାମ୍ପିୟନ୍ସ କ୍ରିକେଟ ଟ୍ରଫି ଜିତିଲା ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳ

ଗୋଟିଏ ଧାଡ଼ିରେ ୬ ଗ୍ରହ ଦେଖାଗଲେ। ପୁଣି ଦେଖାଯିବେ ମାର୍ଚ୍ଚ ୮ ତାରିଖରେ

ବେଆଇନ ବାସିନ୍ଦାଙ୍କ ଉପରେ ଟ୍ରମ୍ପଙ୍କ ରୋକ୍‌, ୭.୨୫ଲକ୍ଷ ଭାରତୀୟ ଅସୁବିଧାରେ

ପାକିସ୍ତାନୀ ଗଦର ଏୟାରପୋର୍ଟକୁ ନିୟନ୍ତ୍ରଣକୁ ନେଲା ଚୀନ
=======================
ଆଜି ଜନ୍ମଦିନ: ଆଦିତ୍ୟ ମିତ୍ତଲ, ମାଣିକ ସରକାର, ଭୂମିକା ଦାଶ, କୈଳାସ ମେହେର

ଆଜି ତିରୋଧାନ: ଶାହାଜାହାନ, ନାଗେଶ୍ୱର ରାଓ

ଇତିହାସରେ ଆଜି: (୧୬୭୩) ବୋଷ୍ଟନ ଓ ନ୍ୟୁୟର୍କ ମଧ୍ୟରେ ଡାକସେବା ଆରମ୍ଭ/ (୧୯୬୩) ଡେରାଡୁନରେ ଦୃଷ୍ଟି ବାଧକଙ୍କ ଲାଇବ୍ରେରୀ ସ୍ଥାପନ/ (୧୯୬୫) ଦୁର୍ଗାପୁରରେ ଷ୍ଟିଲ ପ୍ଲାଣ୍ଟ ଆରମ୍ଭ/ (୧୯୭୩) ଗର୍ଭପାତକୁ ସ୍ଵୀକୃତି ଦେଲେ ଆମେରିକା ସୁପ୍ରିମକୋର୍ଟ/ (୨୦୦୩) ନାସାର ସ୍ପେଶ ରକେଟ ପାୟୋନିୟର ୧୦ ସହ ସମ୍ପର୍କ ଛିନ୍ନ

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024