ଖବର ଆଜିର ତାରିଖ:୧୬/୦୧/୨୫, ଗୁରୁବାର


୧-ଭୁବନେଶ୍ୱର:ବ୍ୟାପୁଛି ଥଣ୍ଡା,କାଶ ଓ ଜ୍ବର, ସତର୍କତା ଜରୁରୀ: ସ୍ବାସ୍ଥ୍ୟ ବିଶେଷଜ୍ଞ।

୨-ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ। ଏହା ଦ୍ଵାରା ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯାଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ।

୩-ତୁଟିଲା ବିବାଦ, ଆରମ୍ଭ ହେବ ଲିଙ୍ଗରାଜଙ୍କ ନୀତିକାନ୍ତି, ବୈଠକ ପରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ସୂଚନା।

୪-ଶ୍ରୀମନ୍ଦିରରେ ଟଳି ପଡ଼ିଲେ ସେବାୟତ ଜଗନ୍ନାଥ ସୁନାଥାଳି, ମୃତ ଘୋଷଣା କଲେ ଡ଼ାକ୍ତର।

୫-ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । କହିଲେ, ସିବିଆଇ ତଦନ୍ତକୁ ଆଗକୁ ନେବେ କି ମୋହନ ସରକାର?

୬-ଧାମରା: ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର।

୭-ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ସାମାଜିକ ସୁରକ୍ଷା ପେନସନର କଲେ ଶୁଭାରମ୍ଭ।

୮-ଶିମିଳିପାଳରୁ କଳାବାଘ ଛାଲ ଜବତ: ୪ ଗିରଫ,ମାଷ୍ଟରମାଇଣ୍ଡ ଫେରାର।

୯-ଆଜି ସରିବ ମେଳା ଉତ୍ସବ,୧୨ ଦିନ ପରେ ଶାନ୍ତ ପଡ଼ିବ ଭୁବନେଶ୍ୱର।

୧୦-ରାଜ୍ୟରେ ଜାରି ରହିଛି ଘନକୁହୁଡ଼ି ସାଙ୍ଗକୁ କୋହଲା ପାଗ,୫୦ ମିଟର ରାସ୍ତାଘାଟ ମଧ୍ୟ ଦୃଶ୍ୟମାନ ହେଉନାହିଁ।

୧୧-ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ । ଶ୍ରୀନହରରେ ପାରମ୍ପରିକ ରୀତିନୀତିରେ ହେଲା ଅନୁଷ୍ଠିତ।

୧୨-ମାନିଲେନି ଅମାନିଆ, କଟକର ଗଳିକନ୍ଦିରେ ଉଡ଼ାଇଲେ ଗୁଡ଼ି ; ୫ଦିନରେ ୮ ଆହତ।

୧୩-ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା: ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ।

୧୪-ଭୁବନେଶ୍ୱର:ବିନା ଶୁଳ୍କରେ ବ୍ୟକ୍ତିତ୍ଵ ଓ ଦକ୍ଷତା ବିକାଶର ତାଲିମ, ଉପକୃତ ହେଲେଣି ବିଭିନ୍ନ ବସ୍ତିର ପ୍ରାୟ ୧୮ଶହ ଛାତ୍ରଛାତ୍ରୀ

୧୫-ମଧ୍ୟପ୍ରଦେଶର ଗ୍ବାଲିଅର: ସୁରକ୍ଷା ପାଇଁ ବାହାରେ ଜଗିଥିଲା ପୁଲିସ, ଘର ଭିତରେ ଝିଅକୁ ଗୁଳି କଲେ ବାପା ଓ ଭାଇ।

୧୬-ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିବ ମକଦ୍ଦମା, ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

୧୭-ପ୍ରୟାଗରାଜ: ଚର୍ଚ୍ଚାରେ IIT ବାବା ଅଭୟ ସିଂହ, ହରିୟଣାର ମୂଳ ବାସିନ୍ଦା। ମୁମ୍ବାଇ IITରେ କରିଥିଲେ ଏରୋସ୍ପେସ୍ ଇଂଞ୍ଜିନିୟରିଂ।

୧୮-ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍, ବିରାଟ ବ୍ୟବଧାନରେ ଆୟର୍ଲାଣ୍ଡକୁ କଲେ ପରାସ୍ତ।

୧୯-ଦକ୍ଷିଣ ଆଫ୍ରିକାର ଏକ ପରିତ୍ୟକ୍ତ ସୁନା ଖଣିରୁ ୭୮ ମୃତ ଓ ୧୬୦ ଜୀବିତ ଶ୍ରମିକ ଉଦ୍ଧାର।

୨୦-ମାର୍କ ଜୁକରବର୍ଗ ଭାରତ ପ୍ରତି ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ପାଇଁ କମ୍ପାନୀର ମେଟା ଇଣ୍ଡିଆ ନିର୍ଦେଶକ ଶିବନାଥ ଠୁକରାଲ କ୍ଷମା ପ୍ରାର୍ଥନା କରିଛନ୍ତି।

୨୧-ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିବ ହମାସ୍‌, ଅସ୍ତ୍ରବିରତି ନେଇ ଉଭୟଙ୍କ ସହମତି !

୨୨-ମହାଭିଯୋଗର ସମ୍ମୁଖୀନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ ଗିରଫ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024