ଖବର ଆଜିର ତାରିଖ:୧୪/୦୧/୨୫, ମଙ୍ଗଳବାର


 
୧-ଭୁବନେଶ୍ୱର:ଫସଲ ବୀମା ଆକଳନ ଶେଷ;୨ ଲକ୍ଷ ୭୨୯ ଜମିରେ କ୍ଷତି ଆବେଦନ।

୨-ଭୁବନେଶ୍ୱର:ନିଯୁକ୍ତି ନେଇ ଅନ୍ଧାରରେ ସ୍ବତନ୍ତ୍ର ଶିକ୍ଷା ଡିଗ୍ରୀଧାରୀ, ଆଶାୟୀଙ୍କ ଚିନ୍ତା ବଢ଼ାଇଛି ଭିନ୍ନ ଯୋଗ୍ୟତା ମାନଦଣ୍ଡ।

୩-ଭୁବନେଶ୍ୱର:ଖୋଲିଲା ରାଜଭବନ ଉଦ୍ୟାନ,ପ୍ରଥମ ଦିନରେ ବୁଲିଲେ ତିନି ହଜାର ଦର୍ଶକ।

୪-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ, ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ।

୫-ଆସନ୍ତା ୨୨ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲିପାରିବେ ସର୍ବସାଧାରଣ।

୬-ଭୁବନେଶ୍ୱର:ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର, ଆରଟିଓ ଓ ଆଇଜିଆରଙ୍କୁ ଚିଠି ଲେଖିଲା ଆୟକର ବିଭାଗ।

୭-ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସର ଛାନଭିନ୍ ଜାରି।

୮-ରାଇରଙ୍ଗପୁର:ଗୋ ସମାବେଶ, ଓମଫେଡକୁ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି କଲେ ରାଷ୍ଟ୍ରପତି।

୯-ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ହିଁ ଉଠାଇପାରିବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ: ହାଇକୋର୍ଟ

୧୦-ସରକାରୀ ଚାକିରି ଦେବାକୁ କହି ଠକୁଥିବା ଦଲାଲ ବ୍ୟାସଦେବ ରଣା ଗିରଫ, ୧୨ ଲକ୍ଷ ଟଙ୍କା ଠକେଇ କରିଥିଲେ।

୧୧-ଭୁବନେଶ୍ୱର:ସଂଗ୍ରାମୀଙ୍କୁ ୨୦ ହଜାର ପେନସନ୍, ସଂଗ୍ରାମୀଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର ।

୧୨-କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନାରଣପୁର ଗାଁ:ବିଶ୍ୱର ସର୍ବବୃହତ୍ ୬୬ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ବ୍ରହ୍ମ ମନ୍ଦିର ଶିଳାନ୍ୟାସ କଲେ ଡ.ଅଚ୍ୟୁତ ସାମନ୍ତ।

୧୩-କଟକ:୧୫ ଦିନରେ ୧୯ କୋଟିର ମାଦକ ଦ୍ରବ୍ୟ ଜବତ, ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ।

୧୪-ଭୁବନେଶ୍ବର ଉପକଣ୍ଠ ଯାଆଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା : ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ।

୧୫-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ପୁରସ୍କାର-୨୦୨୪, ୨୪ଜଣ ଯୁବକଙ୍କୁ ପୁରସ୍କାର ପ୍ରଦାନ।

୧୬-ବାରିପଦା:ମକର ପାଇଁ ଗାଁ କୁ ଯାଇଥିବା ବେଳେ ଘରୁ ୧୪ ଲକ୍ଷ ଟଙ୍କାର ସୁନା ସହ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ।

୧୭-ନବରଙ୍ଗପୁର:ଛୁରୀ ଦେଖାଇ ୨୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଲୁଟ।

୧୮-ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପ୍ରଥମ ଦିନରେ ବୁଡ଼ ପକାଇଲେ୧. ୬ କୋଟି ଶ୍ରଦ୍ଧାଳୁ।

୧୯-ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷା ସ୍ଥଗିତ।

୨୦-ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ।

୨୧-ଜମ୍ମୁ-କାଶ୍ମୀରେ ଜେଡ୍‌ ମୋଡ୍‌ ସୁଡ଼ଙ୍ଗର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୨-LAC ନିକଟରେ ଡ୍ରାଗନର ଯୁଦ୍ଧାଭ୍ୟାସ । ସୀମାରେ ସ୍ଥିତି ସ୍ଥିର ବି ସମ୍ବେଦନଶୀଳ।

୨୩-ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ,ସୁନାମୀ ନେଇ ହାଇ ଆଲର୍ଟ ଜାରି।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024