ଖବର ଆଜିର ତାରିଖ:୧୨/୦୧/୨୫, ରବିବାର



୧-ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ମିଳିବ ୨୫ ହଜାର ଟଙ୍କା, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ।

୨-ଘୁ.ଉଦୟଗିରିରେ ୪.୮ ଡିଗ୍ରୀକୁ ଖସିଲା ପାରଦ,୯ ଜିଲ୍ଲାକୁ ଘନ କୁହୁଡି ସତର୍କତା।

୩-ହଟୁନି ଏଫ୍ ଏ କ୍ଯୁ ଦ୍ବନ୍ଦ,ଚାଷୀ ନିରାଶ ମିଲରଙ୍କୁ ମିଳୁନି ଟଙ୍କା,ପାକ୍ସରେ ବସ୍ତା ଅଭାବ।

୪-ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି।

୫-ପ୍ରବାସୀଙ୍କ ମନ ଜିଣିଲା ଓଡ଼ିଆ ଶାଢ଼ୀ,୪ ଦିନରେ ବୟନିକାର ୨ କୋଟି କାରବାର।

୬-ରାୟଗଡା ରେଳ ମଣ୍ଡଳ ପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କଲେ ଅମିତାଭ ସିଂଘଲ।

୭-ଜାନୁଆରୀ ୧୯ରେ ହେବ 
କିସ୍ ପକ୍ଷରୁ ଏକ ବିଶାଳ ନିଯୁକ୍ତି ମେଳା, ୪ ହଜାର ଛାତ୍ରଛାତ୍ରୀ କଲେଣି ପଞ୍ଜୀକରଣ।

୮-ଏକାମ୍ର କାନନରେ ଆଜି ଦିନକ ପାଇଁ ବଢ଼ିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ, ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଲେ ସରକାର।

୯-ରସୁଲଗଡ ହତ୍ୟା ଘଟଣା : ସହଦେବଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ନବୀନ । ପରିବାରକୁ ଦେଲେ ୫୦ ହଜାର ଟଙ୍କାର ସହାୟତା।

୧୦-ନୈତିକତା ଶିକ୍ଷା ପଦ୍ଧତି ତିଆରି କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା।

୧୧-ମାଲକାନଗିରି:୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୪୩ ଲକ୍ଷ ପୁରସ୍କାର।

୧୨-ଭୁବନେଶ୍ୱର : ‘ସୁଭଦ୍ରା’ରେ ପୁନଃସାମିଲ ହେଲେଣି ୮ ହଜାରରୁ ଅଧିକ ଆବେଦନକାରୀ।

୧୩-ବାଲେଶ୍ବର:ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ପାଇଁ ବସ୍ତିରେ ବୁଲିଲା ବୁଲଡୋଜର।

୧୪-ଭୁବନେଶ୍ୱର:ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାର ଜବତ, ଜନ୍ମଦିନରେ ପୁରୁଷ ବନ୍ଧୁଙ୍କୁ ୨ କୋଟିର ଦେଇଥିଲେ ଉପହାର।

୧୫-ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ଟେକା ପଥର ମାଡ଼ରେ ୪ରୁ ଅଧିକ ଆହତ।

୧୬-ମୋହନା:ଗଜପତି ଜିଲ୍ଲା ଲକ୍ଷହୀରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ, ସ୍ୱାମୀ ସହ ୩ଜଣଙ୍କୁ ଗିରଫ କଲା ପୋଲିସ୍।

୧୭-ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

୧୮-ଅଯୋଧ୍ୟା:ରାମଲାଲାଙ୍କ ହେଲା ମହାଅଭିଷେକ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେଲା ସମାଗମ।

୧୯-ତଳମୁହାଁ ହେବାରେ ଲାଗିଛି ସେୟାର ବଜାର । ଟଙ୍କା ହରାଉଛନ୍ତି ଭାରତୀୟ ନିବେଶକ ।

୨୦-ନାଇଜେରିଆରେ ଉଗ୍ରବାଦୀ ଆକ୍ରମଣରେ ୨୧ ଯବାନ ମୃତ।


For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)