ଖବର ଆଜିର ତାରିଖ:୧୧/୦୧/୨୫, ଶନିବାର



୧-ପ୍ରବାସୀ ଭାରତୀୟ ମହାକୁମ୍ଭ ଉଦଯାପିତ; ୨୪ ରାଷ୍ଟ୍ରର ୨୭ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି।

୨-ବିକଶିତ ଓଡ଼ିଶା ପାଇଁ ପ୍ରବାସୀଙ୍କ ଟିପସ୍, 'ମେଡ୍ ଇନ୍‌ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ପ୍ରଚାର ପ୍ରସାର ଦାବି।ଫୋକସରେ ଇନଭେଷ୍ଟମେଣ୍ଟ୍, ଇନଫ୍ରାଷ୍ଟକ୍ଚର ଓ ଟୁରିଜିମ୍ ।

୩-୨ ଦିନ ପରେ କମିବ ଶୀତ, ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

୪-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଗ୍ନିଜାଣ୍ଟ ସିଇଓ ରବି କୁମାର, ଅଧିକ ପୁଞ୍ଜି ବିନିଯୋଗ ପାଇଁ ଓଡିଶାକୁ କରିବେ ସମର୍ଥନ।

୫-ମକର ସଂକ୍ରାନ୍ତି ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ପାଇଁଜାନୁଆରୀ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ସ୍ଥଗିତ।

୬-ନବଙ୍କ ପୁଅ ପାଇଁ ବାହାରିଲେ ନବୀନ, ବିଶାଲଙ୍କୁ ଛାଡ଼ିବାକୁ ଛତିଶଗଡ଼ ସରକାରଙ୍କୁ ଲେଖିଲେ ଚିଠି।

୭-ଝାରସୁଗୁଡ଼ା କିରିମିରା ଅନାସ୍ଥା ଭୋଟ୍ ବାତିଲ, ଭୋଟ ଦେବାକୁ ଆସିଲେନି ସରପଞ୍ଚ ଓ ସମିତି ସଭ୍ୟ।

୮-ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ, ଦୁଇଟି ସ୍ଥାନରେ ଚାଲିଛି ରେଡ୍।

୯-ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ, ସ୍ୱତନ୍ତ୍ର ଦାୟିତ୍ୱରେ ରହିବେ ଜଣେ ମନ୍ତ୍ରୀ।

୧୦-କେନ୍ଦ୍ରାପଡ଼ା ଆଳିରେ ଲୁଟେରାଙ୍କ ରାଜ୍, ଗୋଟିଏ ରାତିରେ ୭ଟି ସ୍ଥାନରୁ ହେଲା ସିରିଜ୍ ଲୁଟ୍।

୧୧-ଭର୍ଚୁଆଲ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ୯ଟି ନୂତନ ମାର୍ଗରେ ୧୩ ଟି ବସ୍ ସେବାର ଶୁଭାରମ୍ଭ ହେଲା।

୧୨-ଦମ୍ପତିଙ୍କ ବିନା ସହମତିରେ ହୋଇପାରିବ ନାହିଁ ବିଛେଦର ଫଇସଲା: ହାଇକୋର୍ଟ ରାୟ 

୧୩-ତେଲେଙ୍ଗାନାରେ ବସ୍ ଦୁର୍ଘଟଣା,୫ ଓଡିଆ ଶ୍ରମିକଙ୍କ ମୃତ,୨୦ ଆହତ।

୧୪-ଢେଙ୍କାନାଳରେ ହାତୀ ଉପଦ୍ରବ : ଘରେ ପଶି ଧାନ ଖାଉଛନ୍ତି , ଯାହାକୁ ଦେଖୁଛନ୍ତି କଚାଡୁଛନ୍ତି।

୧୫-ରାଜ୍ୟର ୨୬୧୭ ବିଦ୍ୟାଳୟରେ ନାହିଁ ବିଜୁଳି ସଂଯୋଗ :ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟ।

୧୬-ଭୁବନେଶ୍ୱର:୩ ମାସ ହେଲା ମହିଳା ଆୟୋଗ ଅଧ୍ୟକ୍ଷା ପଦ ଖାଲି, ସାଧାରଣରେ ଅସନ୍ତୋଷ।

୧୭-ଆଦିବାସୀ ମେଳା:ପାଞ୍ଚ ଦିନରେ ହେଲାଣି ସାଢେ଼ ତିନି କୋଟି ବେପାର।

୧୮-ଭୁବନେଶ୍ୱରରୁ କ୍ୱାଲାଲାମ୍‌ପୁରକୁ ସିଧା ଉଡ଼ିବ ବିମାନ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

୧୯-ନାଲକୋର ନୁଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହେଲେ ବିଜେନ୍ଦ୍ର ପ୍ରତାପ ସିଂହ।

୨୦-ଲାଞ୍ଜିଗଡ଼:ଓଡ଼ିଆ ଲେଖିପଢି ଜାଣି ନ ଥିବା ସରପଞ୍ଚ ଲକ୍ଷ୍ମୀ ମାଝୀ ଅଯୋଗ୍ୟ ଘୋଷିତ।

୨୧-ମାଲେସିଆ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ସାତ୍ଵିକ ଓ ଚିରାଗ

୨୨-ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରଦର୍ଶନୀ ଷ୍ଟଲ, ଆଜି ସକାଳ ୧୦ଟାରୁ ୧୨ ତାରିଖ ସନ୍ଧ୍ୟା ଯାଏଁ ଖୋଲା ରହିବ।

୨୩-ଆୟକର ଚଢ଼ାଉ ବେଳେ ବିଜେପି ନେତାଙ୍କ ଘରୁ ବାହାରିଲେ ୩ କୁମ୍ଭୀର, ବିପୁଳ ଟଙ୍କା ଓ ସୁନା ଜବତ, ମଧ୍ୟପ୍ରଦେଶର ବିଜେପି ନେତା ହରବଂଶ ସିଂହ ରାଠୋରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ।

୨୪-୨୦୨୩ ମସିହାରମାନହାନି ମକଦ୍ଦମା ଉପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ।

୨୫-ବଢ଼ୁଛି HMPV ଭୂତାଣୁର ସଂକ୍ରମଣ । ଦେଶରେ ୧୩ଜଣ ସଂକ୍ରମିତ ଚିହ୍ନଟ ।


For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024