ଖବର ଆଜିର ତାରିଖ: ୧୭/୧୨/୨୪,ମଙ୍ଗଳବାର


୧-କଟକ:ଇଣ୍ଡିଆନ ଆଇଡଲ୍ ଶ୍ରେଷ୍ଠ ୧୪ରେ ଓଡ଼ିଶା ପୁଅ,ଜ୍ୟୋତିପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

୨-କଟକ:ଜାନୁଆରିରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ।

୩-ପୁରୀ:ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ।

୪-ରାଜ୍ୟ ସଭାରେ ଶପଥପାଠ କଲେ ସୁଜିତ କୁମାର, ଓଡ଼ିଶାରୁ ବିଜେପି ସାଂସଦ ସଂଖ୍ୟା ୩କୁ ବୃଦ୍ଧି।

୫-କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କୋରାପୁଟ,ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ।

୬-ଭୁବନେଶ୍ୱରରୁ ସିବିଆଇର ୧୦ ଲକ୍ଷ ଟଙ୍କା ଜବତ ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ।

୭-ଆଜି ଠାରୁ ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,୧୮ ତାରିଖରେ ଗୋନାଶିକା ମହୋତ୍ସବକୁ ଉଦ୍ଘାଟନ କରିବେ।

୮-ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ବର୍ତ୍ତମାନ ସୁଭଦ୍ରା ଯୋଜନାର ୪ର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ସ୍ଥଗିତ।

୯-ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି, ଆଖଡ଼ାରେ ଅଭିନୟ ଅଭ୍ୟାସ ଆରମ୍ଭ କଲେ କଳାକାର।

୧୦-ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ସେବାୟତ ପରିବାର ମଧ୍ୟରେ ପିଟାପିଟି,ସିଂହଦ୍ୱାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

୧୧-ଭୁବନେଶ୍ୱର: ୨୦୨୫ରେ ପ୍ରକାଶ ପାଇବ ଓଡିଆ ପ୍ରାଶାସନିକ ଶବ୍ଦକୋଷ।

୧୨-ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ।

୧୩-କୁଟିଙ୍ଗଗୁଡା ଏନକାଉଣ୍ଟର :
ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ନେଇ ରାୟ ପ୍ରକାଶ।

୧୪-ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା, ପ୍ରତି ଥାନାକୁ ଦିଆଯିବ ୯ଟି ବାଇକ୍‌।

୧୫-କୁକୁର କାମୁଡ଼ାରେ ୧୮ ଆହତ, ଆହତମାନେ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି।

୧୬-ଜାଡ଼ରେ ଥରୁଛି ମୟୁରଭଞ୍ଜ , ୧ ଡିଗ୍ରୀକୁ ଖସି ଗଲାଣି ପାରଦ।

୧୭-ରାଜଧାନୀରେ ଗର୍ଜିଲେ ଅଙ୍ଗନୱାଡି ଦିଦି । ୧୨ଦଫା ଦାବି ପୂରଣ ନେଇ ଜିଦରେ ଅଟଳ । ଆଲୋଚନାକୁ ଡାକିଲେ ସରକାର।

୧୮-ଭୁବନେଶ୍ୱର ଡ଼ମ୍ପିଂୟାର୍ଡ ସ୍ଥାନାନ୍ତର ନେଇ ଛାତ୍ର କଂଗ୍ରେସର ବିଏମ୍‌ସି ଅଫିସ ଘେରାଉ : ସରକାର ଆସିବା ୬ମାସ ପରେ ବି ଉଠୁନି ଅଳିଆ।

୧୯-ନୂଆ ଦିଲ୍ଲୀ:୧୧୫୦ ଟଙ୍କା କମିଲା ସୁନା ଦର। ରୁପା ଦର କେଜି ପ୍ରତି ୩୦୦ ଟଙ୍କା କମିଛି।

୨୦-ନୁଆ ଦିଲ୍ଲୀ: ଅଧିକ EPF ପେନସନ ପାଇଁ ୧୭ ଲକ୍ଷ ଆବେଦନ ହୋଇଛି।

୨୧-ଭୋପାଳ: ବିବାହ ରାତିରେ ସ୍ବାମୀଙ୍କୁ ନିଶା ଦେଇ ଲୁଟ୍,୧୨ଲକ୍ଷର ସ୍ବର୍ଣ୍ଣାଳଙ୍କାର ନେଇ ସ୍ତ୍ରୀ ଚମ୍ପଟ୍।

୨୨-ସାନ୍ ଫ୍ରାନସିସକୋ:୭୩ ବର୍ଷ ବୟସରେ ଓସ୍ତାଦ ଜାକିର ହୁସେନଙ୍କ ପରଲୋକ।

୨୩-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ତାମିଲନାଡୁ, କେରଳରେ ପ୍ରବଳ ବର୍ଷା ଆଶଙ୍କା ।

୨୪-୨୧ ନକଲି ବିଶ୍ଵ ବିଦ୍ୟାଳୟ ବନ୍ଦ କରାଯାଉ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।

୨୫-ଇନ୍ଦୋରରେ ନୂଆବର୍ଷରୁ ନୂଆ ନିୟମ: ଭିକାରୀଙ୍କୁ ଭିକ ଦେଲେ ଆଉ ରକ୍ଷା ନାହିଁ, ପ୍ରଶାସନ ଦେବ ଏତଲା।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024