ଖବର ଆଜିର ତାରିଖ:୨୯/୧୨/୨୪, ରବିବାର



୧-ରାଜ୍ୟରେ ବଢ଼ିବ ବ୍ଲକ ସଂଖ୍ଯା, ନୂଆ ବ୍ଲକ୍ ଗଠନ ନେଇ ରାଜସ୍ୱ ମନ୍ତ୍ରୀଙ୍କର ସଂଙ୍କେତ।

୨-ବର୍ଷାରେ ଫସଲହାନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ୩୦ ତାରିଖ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଦେଲେ ନିର୍ଦ୍ଦେଶ।

୩-୩୦ରେ ଗଞ୍ଜାମ ଯିବେ ନବୀନ,କ୍ଷେତ ବୁଲିବେ, ଚାଷୀଙ୍କୁ ଭେଟିବେ।

୪-ନୂଆବର୍ଷ ପାଇଁ ପୁରୀରେ ଲାଗିଲାଣି ଗହଳି ଚହଳି, ଡିସେମ୍ବର ୩୧ରୁ ଜାନୁଆରୀ ୧ ଯାଏଁ କଟକଣା ଲାଗୁ।

୫-ଭୁବନେଶ୍ବର:୨୨ ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ,୩ ଲକ୍ଷ ୭ ହଜାର ଟଙ୍କା ଜୋରିମାନା ଆଦାୟ।

୬-ବକୁଳ ଫାଉଣ୍ଡେସନ କାର୍ଯ୍ୟକ୍ରମରେ ଆଇନ୍ ମନ୍ତ୍ରୀଙ୍କ ଆହ୍ବାନ, ନୂଆ ବର୍ଷରେ ଫୁଲ ତୋଡା ବଦଳରେ ଚାରା ଗଛ ଉପହାର ଦିଅନ୍ତୁ।

୭-ଭୁବନେଶ୍ୱର:ଜାଭିୟର ଛକରେ ସିରିଜ ଦୁର୍ଘଟଣା, ୭ରୁ ଅଧିକ ବ୍ୟକ୍ତି ଆହତ।

୮-ଆସନ୍ତା ବର୍ଷ ଜାନୁଆରି ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଓ ଥାନେରେ ୨୧ତମ ଥାର୍ଡ଼ ଆଇ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ।

୯- ନୂଆ ଦିଲ୍ଲୀ:୨୦୨୩-୨୪ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ।

୧୦-ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବ ଶରୀର ; ଗାର୍ଡ ଅଫ୍ ଅନର ପରେ ଦିଆଗଲା ମୁଖାଗ୍ନି।

୧୧-ବରଗଡ଼଼ ଧନୁଯାତ୍ରା ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି।

୧୨-ରିଲ୍ସ କରି ତଣ୍ଡ ଗଣିଲେ ବାଲେଶ୍ୱରର ୨ ଅମାନିଆ ଯୁବକ । ୧୧ ହଜାର ଟଙ୍କା ଚାଲାଣ କାଟିଲା ଟ୍ରାଫିକ ପୋଲିସ।

୧୩-୪ ଦିନରେ ଗଲାଣି ୫ ଚାଷୀଙ୍କ ପ୍ରାଣ, କିଏ ଜୀବନ ହାରୁଛି ତ ଆଉ କାହାକୁ ଆସୁଛି ହୃଦଘାତ।

୧୪-ରାଜଧାନୀରେ ଘରେ ପଶି ଭଣ୍ଡ ବାବାଙ୍କ ଲୁଟ୍‌ ଉଦ୍ୟମ : ମୈତ୍ରୀ ବିହାର ଥାନାରେ ୪ ଜଣ ଅଟକ।

୧୫-ବଢ଼ିବ ଅଗ୍ନିଶମ ବାହିନୀର ଶକ୍ତି; ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍।

୧୬-ସର୍ବଭାରତୀୟ ଆନ୍ତଃ, ବିଶ୍ଵବିଦ୍ୟାଳୟ ଯୋଗାସନ: କିଟ୍ କୁ ସ୍ବର୍ଣ୍ଣ ଓ କାଂସ୍ୟ।

୧୭-ଭବାନୀପାଟଣା : ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳି ଉଠିଲା ଦୁଇଟି ଟ୍ରକ୍ , ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ।

୧୮-ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା, ଓଜନ ୭ କିଲୋରୁ ଅଧିକ ହେଲେ ଲାଗିବ ଡବଲ ଚାର୍ଜ

୧୯-ବ୍ୟାଙ୍କ ଅଫ୍ ବରୋଦାରେ ପୂରଣ ହେବ SO ପଦବୀ,୧୨୦୦ରୁ ଅଧିକ ପଦବୀ ପୂରଣ ହେବ,ଦରମା ୧.୩୫ ଲ‍କ୍ଷ।

୨୦-ଯୁଦ୍ଧରେ ନିହତ ସୁରକ୍ଷାକର୍ମୀଙ୍କ ପାଇଁ ସହାୟତା ପରିମାଣ ରାଶି ୧ କୋଟିକୁ ବୃଦ୍ଧି କଲେ ହରିୟାଣା ସରକାର।

୨୧-୧୯ ହଜାର ଛଟେଇ କରିବ BSNL,୨ୟ ଥର VRS ଆଣିବ।

୨୨-ନୂଆ ଦିଲ୍ଲୀ:ଭାରତର ଷ୍ଟାର୍ଟ୍‌ଅପ ନିର୍ଦେଶକ ମହିଳା ୭୩ ହଜାର ଅଛନ୍ତି।

୨୩-ଆଫଗାନ-ପାକ୍ ସେନା ମଧ୍ୟରେ ସଂଘର୍ଷ, ୨୨ ମୃତ।

୨୪-ମେକ୍ସିକୋରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା – ୮ ମୃତ, ୨୭ ଆହତ

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024