ଖବର ଆଜିର* ତାରିଖ:୧୮/୧୨/୨୪, ବୁଧବାର



୧-୮ ହଜାର ପଞ୍ଚାୟତରେ ଖୋଲିବ ଆଦର୍ଶ ବିଦ୍ୟାଳୟ,ପୂରଣ ହେବ ୧.୫ଲକ୍ଷ ଶିକ୍ଷକ ପଦ: ମୁଖ୍ୟମନ୍ତ୍ରୀ 

୨-ସ୍ବାସ୍ଥ୍ୟ ବିଭାଗ ସହିତ ଆଲେଚନା ବିଫଳ,୨୦ରେ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

୩-ଲାଠିକଟା: ବନ୍ଦ ଫାଟକ ପାର ବେଳେ ଦୁର୍ଘଟଣା,ରେଳ ଧକ୍କାରେ ୨ମୃତ,ଜଣେ ଗୁରୁତର।

୪-ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା।

୫-ଚିଲିକା ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ବିଦେଶାଗତ ପକ୍ଷୀଙ୍କ ଗହଣରେ ବିତୁଛି ସମୟ।

୬-ନବରଙ୍ଗପୁର:ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ

୭-ଭୁବନେଶ୍ୱର:ଏମ୍ସରେ ଜୀବନ ହାରିଲେ ରୋଗୀ, ଅର୍ଥୋପେଡ଼ିକ ବିଭାଗ ୱାର୍ଡ ଭିତରୁ ମୃତଦେହ ଉଦ୍ଧାର।

୮-IAS ବିଷ୍ଣୁପଦ ସେଠୀଙ୍କୁ ବଦଳି; ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ପାଇଲେ ନିଯୁକ୍ତି।

୯-କଳାହାଣ୍ଡି:ଥରିଲା କୋକସରା ଅଞ୍ଚଳ, ଭୂମିକମ୍ପ ଭୟରେ ଘରୁ ବାହାରିଲେ ଲୋକେ।

୧୦-IAS ସ୍ତରରେ ଅଦଳବଦଳ, ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ।

୧୧-ଭୁବନେଶ୍ୱର:କମିଶନରେଟ ପୋଲିସର ଅପରେସନ ‘ଅଦୃଶ୍ୟ’ । 
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ପାଇଁ ଗଠନ ହେଲା ଆଣ୍ଟି ଡକାୟତି ସ୍କ୍ବାଡ୍।

୧୨-ବାଲେଶ୍ୱରର ସୁନା ଝିଅ ମେଧା ନାୟକ, ରୁଷର ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଆଣିଲେ ଗର୍ବ।

୧୩-ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ।ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ ।

୧୪-ଭୁବନେଶ୍ୱର:ଲୋକାର୍ପିତ ହୋଇଛି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶାର ଓ୍ବେବ ପୋର୍ଟାଲ। 

୧୫-ନୂଆ ରୂପ ପାଇବ ବଡ଼ମ୍ବା ଚିନିକଳ, ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ।

୧୬-ନିଜ ସହ ଯୋଡ଼ିବା ପାଇଁ ଲୋଭନୀୟ ମିଛ ଦାବି ଯୋଗୁଁ ୪୫ କୋଚିଂ ସେଣ୍ଟର ବିରୋଧରେ କେନ୍ଦ୍ରର ଆକ୍ସନ, ୬୧ ଲକ୍ଷ ଟଙ୍କା ଜରିମାନା ଆଦାୟ।

୧୭-ନୂଆ ଦିଲ୍ଲୀ:ଦେଶରେ ୭% ଲୋକ ଦେଉଛନ୍ତି ଆୟକର।୮.୦୯କୋଟି ଲୋକ ଆୟକର ଦାଖଲ କରିଛନ୍ତି।

୧୮-SBIରେ ପୂରଣ ହେବ ଦମଦାର ୧୩୭୦୦ ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ,ଗ୍ରାଜୁଏସନ୍‌ କରିଥିବା ଉଭୟ ପୁରୁଷ ଓ ମହିଳା ଅନଲାଇନ୍ ରେ ଆବେଦନ କରିପାରିବେ।

୧୯-ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ,ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବାବେଳେ ବିରୋଧ‌ରେ ପଡ଼ିଛି ୧୯୮ ଭୋଟ୍।

୨୦-BGT:ଫଲୋଅନ ଏଡାଇଲେ ଭାରତୀୟ ବୋଲର, ଟିମ୍ କଙ୍ଗାରୁର ବିଗାଡିଲେ ପ୍ଲାନ।

୨୧-ମସ୍କୋରେ ଲେଫ୍ଟନାଣ୍ଟ ଜେନେରାଲ କିର୍ଲୋଭଙ୍କ ହତ୍ୟା ପଛରେ ୟୁକ୍ରେନର ହାତ ଥିବା ୟୁକ୍ରେନର ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି।

୨୨-ବେଇଜିଙ୍ଗ:ପୁରାତନ ସଭ୍ୟତା ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ, ମାଟି ତଳୁ ପାଇଲେ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର।

୨୩-ବିନା ଭିସାରେ ଚୀନ୍‌ରେ ପ୍ରବେଶ କରିପାରିବେ ୫୪ ଦେଶର ନାଗରିକ, ତାଲିକାରେ ନାହିଁ ପାକିସ୍ତାନର ନାଁ।

୨୪-ଆମେରିକାରେ ଫାୟାରିଂ:ଛାତ୍ରୀଙ୍କ ଅଖିବୁଜା ଗୁଳିମାଡ଼,ଜଣେ ଶିକ୍ଷକଙ୍କ ସମେତ ମୋଟ୍ ୫ଜଣ ପ୍ରାଣ ହରାଇଥିବା ବେଳେ ୬ଜଣ ଆହତ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024