ଖବର ଆଜିର* ତାରିଖ:୦୧/୧୨/୨୪, ରବିବାର


 
୧-ନୂଆ ଦିଲ୍ଲୀ: ଖୁବ୍ ଶୀଘ୍ର EPFO ଦେବ ATM କାର୍ଡ।ଇପିଏସ୍ ରେ ଯୋଗଦାନ ଦେଇପାରିବେ କର୍ମଚାରୀ।

୨-ବାରଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ:ପୁଅ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ବାପା।

୩-କଟକ: ସମ୍ପର୍କ ଯୋଡି ୨.୩ କୋଟି ଠକେଇ, ଆକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ ନାୟକ ଗିରଫ।

୪-ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ, ସମୁଦ୍ର ସ୍ନାନ ଉପରେ କଟକଣା।

୫-ଶ୍ରୀମନ୍ଦିରରେ ଦେବ ଦିପାବଳୀ: ତିନିଦିନ ଧରି ଅନୁଷ୍ଠିତ ହେବ,ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ।

୬-ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର।ପ୍ରଥମରୁ ୫ମ ଶ୍ରେଣୀ ପିଲାମାନଙ୍କ ପାଇଁ ୭ ଟଙ୍କା ୬୪ ପଇସା,୬ଷ୍ଠରୁ ୮ମ ଶ୍ରେଣୀ ପିଲାମାନଙ୍କ ପାଇଁ ୧୦ ଟଙ୍କା ୯୪ ପଇସା ଖର୍ଚ୍ଚ କରିବେ।

୭-ଚିଲିକା ପାଲଟିଛି ବିହଙ୍ଗାରଣ୍ୟ । ଛୁଟିବାରେ ଲାଗିଛି ବିଦେଶାଗତ ପକ୍ଷୀଙ୍କ ସୁଅ।

୮-ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ।

୯-କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ।

୧୦-ଓଡ଼ିଶାରେ ୭ ଜିଲ୍ଲାରେ ସକ୍ରିୟ ମାଓବାଦୀ, ଭାରତରେ ୩୮ ଜିଲ୍ଲା: ବିଏସଏଫ ଆଇଜି।

୧୧-ଭୁବନେଶ୍ୱର କିମ୍‍ସରେ ପ୍ରଥମ ଥର ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍ ଅନୁଷ୍ଠିତ।

୧୨-ହାଡ଼ଭଙ୍ଗା ଶୀତ ପାଇଁ କୋରାପୁଟରେ ସକାଳୁଆ ସ୍କୁଲ ବନ୍ଦ, ସୂଚନା ଦେଲେ ଜିଲ୍ଲା ଶିକ୍ଷାଧିକାରୀ।

୧୩-ବ୍ରହ୍ମପୁର:ଘରେ ବାହାରେ ସାଲୁବାଲୁ ମଶା! ଦିନ ହେଉ କି ରାତି, ମଶା ଉତ୍ପାତରେ ଅତିଷ୍ଠ ଲୋକେ।

୧୪-୫ ତାରିଖ ଯାଏଁ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ।

୧୫-ସୁନ୍ଦରଗଡ଼:କାର୍ଯ୍ୟରେ ଅବହେଳା ଅଭିଯୋଗ, ନିଲମ୍ବିତ ହେଲେ ହେମଗିରି ତହସିଲଦାର।

୧୬-ବୌଦ୍ଧ, ନାରାୟଣ ନଗର:ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଚାଲିଗଲା ଜୀବନ।

୧୭-ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ,ଓଡ଼ିଶାରେ କୋହଲା ପାଗ ଜାରି।

୧୮-ପୁଣି ଆଳୁ ଝମେଲା: ଓଡ଼ିଶା ବଜାରରୁ ଉଭାନ୍ ଆଳୁ, ବଜାରରେ ଦର ଚଢ଼ା

୧୯-ଭାରତକୁ ଅପମାନର ପ୍ରତିବାଦ: ବାଂଲାଦେଶୀ ରୋଗୀଙ୍କୁ କଲିକତାରେ ଏକ ଡାକ୍ତରଖାନାରେ ଚିକିତ୍ସା ମନା।

୨୦-ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି, ତିରଙ୍ଗାକୁ ସ୍ଵତନ୍ତ୍ର ସ୍ଥାନ।

୨୧-୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ, ଦୈନିକ ଯାତାୟାତ କରିବେ ୯୫ ହଜାର ଲୋକ।

୨୨-ଉତ୍ତରପ୍ରଦେଶ,କାଣ୍ଟ ରେଳ ଷ୍ଟେସନ:ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦୦ ଗାଡ଼ି ପୋଡ଼ି ପାଉଁଶ।

୨୩-ସିରିଆ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଆଲେପ୍ପୋ ସହର।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024