ତାରିଖ:୨୯/୧୧/୨୪, ଶୁକ୍ରବାର



*_`୧-ଓଡ଼ିଶାରେ ପୁଣି ବଢ଼ିବ ଆଳୁ ସଂକଟ ! ଜଳେଶ୍ୱରରେ ଅଟକିଲା ଶତାଧିକ ଆଳୁ ବୋଝେଇ ଟ୍ରକ।`_*

*_`୨-ଆଜିଠୁ ଡିଜି ଓ ଆଇଜି ସମ୍ମିଳନୀ: ରାଜଧାନୀକୁ ଜଗିଵେ ୮୫ ପ୍ଲାଟୁନ ଫୋର୍ସ, ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା।`_*

*_`୩-ଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା; ଶ୍ରେଷ୍ଠ ପ୍ରଦର୍ଶନ ପାଇଁ‘ଓଡ଼ିଶା ମଣ୍ଡପ’କୁ  ମିଳିଲା ରୌପ୍ୟ ପଦକ।`_*

*_`୪-DGP ସମ୍ମୀଳନୀ ପାଇଁ BMC ଅଞ୍ଚଳରେ ଦିନ ୧ଟାରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।`_*

*_`୫-ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ:ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ ।`_*

*_`୬-ଭୁବନେଶ୍ୱର:OAS ସ୍ତରରେ ଅଦଳବଦଳ,୧୯ଜଣଙ୍କୁ ମିଳିଲା ନୂଆ ଦାୟିତ୍ବ।`_*

*_`୭-‘ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କର’: ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ହାଇକୋର୍ଟ।`_*

*_`୮-କେନ୍ଦ୍ରାପଡ଼ା ସହରରେ ଆଗକୁ ଦେଖାଦେଇପାରେ ଜଳ ସଙ୍କଟ: ଲୁଣାନଦୀ ଶୁଖିଯିବାରୁ ହୋଇପାରେ ଜଳ ଯୋଗାଣରେ ସମସ୍ୟା।`_*

*_`୯-ପୁଣି ଡିସେମ୍ବର ୫ ଯାଏଁ ବଢ଼ିଲା+୨ଫର୍ମପୂରଣ`_*

*_`୧୦-ଖୁସି ଖବର,ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ,ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ ।`_*

*_`୧୧-ଭୁବନେଶ୍ୱର:ରାଜ୍ୟରେ ୨୧୦୩ ହାତୀ,ବଢ଼ିଲେ ୫ ମଲେ ୪୮।`_*

*_`୧୨-୧୫ ଦିନରେ ସରିବ ରିଜେକ୍ସନ ଯାଞ୍ଚ; ସୁଭଦ୍ରାକୁ ନେଇ ଆସିଲା ବଡ ଅପଡେଟ୍।`_*

*_`୧୩-ରେଭେନ୍ସାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନକୁ ନେଇ ବିବାଦ,୩ ଦିନରେ ସାରିଦେଲେ ୧.୨୮କୋଟି।`_*

*_`୧୪-ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍`_*

*_`୧୫-ଡିଜିପି ସମ୍ମିଳନୀକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, ହାଇ ଆଲର୍ଟରେ ଓଡ଼ିଶା ପୋଲିସ।`_*

*_`୧୬-ବରଗଡ:ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ପୋଡ଼ି ପାଉଁଶ।`_*

*_`୧୭-ଶିଶୁପାଳଗଡ଼ ସ୍ଥିତ ଏକ ଘରୋଇ ନର୍ସିଂ କଲେଜର ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର,ସେମାନଙ୍କୁ ବିଏମସି ମେଡ଼ିକାଲରେ ଭର୍ତ୍ତି କରାଯାଇଛି`_*

*_`୧୮-ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣା: ୨ଦିନ ପରେ ଉଦ୍ଧାର କଲା ପୋଲିସ, ମହିଳା ଗିରଫ।`_*

*_`୧୯-ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ସେକ୍ସ ରାକେଟ୍‌ ଠାବ: ୪ ଯୁବତୀ ଉଦ୍ଧାର, ପୋଲିସର ଛାନଭିନ୍ ଜାରି।`_*

*_`୨୦-ଗିରଫ ହେଲେ କେଉଁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତା।`_*

*_`୨୧-ଚାନ୍ଦବାଲି ବ୍ଲକ ଧାମରାଠାରେ ନିଆଁ ଲାଗି ପୋଡ଼ିଗଲା ୪ ବଖରା ଘର।`_*

*_`୨୨-ରାଞ୍ଚି: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ହେମନ୍ତ ସୋରେନ।`_*

*_`୨୩-ଚିନ୍ମୟ କୃଷ୍ଣଦାସ ଗିରଫଦାରୀ ପ୍ରସଙ୍ଗ: ଗିରଫ ଅନ୍ୟାୟ, ତୁରନ୍ତ ମୁକ୍ତ କର – ଶେଖ୍ ହସିନା।`_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024