ଖବର ଆଜିର* ତାରିଖ:୨୪/୧୧/୨୪, ରବିବାର



୧-ଆଜି ୨୦ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା,୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି।

୨-ଆସିଲା ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ।ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।

୩-୧୭ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ସୁଜିତ୍‍ ପଣ୍ଡା: ତିନିଜଣଙ୍କୁ ବେଷ୍ଟସେଲର୍‍ ପୁରସ୍କାର, ବିକାଶ ଶତପଥୀଙ୍କୁ ବହିବନ୍ଧୁ ସମ୍ମାନ।

୪-କଟକ: ଐତିହାସିକ ବାଲିଯାତ୍ରା ଇତିହାସରେ ପ୍ରଥମ ,ଗଲା ୫ ଜୀବନ।

୫-୧୨ ଜଣ ଆଇଏଏସ ଅଦଳବଦଳ, ଚିତ୍ରା ଅରୁମୁଗମଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ।

୬-ଭୁବନେଶ୍ୱର: ଆଗାମୀ ୨ ଦିନ ପରେ ବଢ଼ିବ ତାପମାତ୍ରା।ଘୁ.ଉଦୟଗିରିରେ ରାତି ତାପମାତ୍ରା ରହିଛି ୮.୫ ଡିଗ୍ରୀ।

୭-ବିବାଦ ଘେରରେ ଭିତରକନିକା ପେଣ୍ଠରେ ହେଉଥିବା ‘ଇକୋ ରିଟ୍ରିଟ୍’, ଅନ୍ୟତ୍ର କରିବାକୁ ଦାବି କଲେ ପରିବେଶବିତ୍।

୮-ରାଜ୍ୟରେ ବିଗୁଡିଛି ଆଇନ୍ ଶୃଙ୍ଖଳା,
ଅସହାୟ ପୁଲିସ୍, ଅସୁରକ୍ଷିତ ଜନତା।

୯-ବଲାଙ୍ଗୀର:ଶିଶୁ ବିକ୍ରି ଅଭିଯୋଗ ଘଟଣା, ଗିରଫ ହେଲେ ସୁନାମୁଦୀ ଏଏନଏମ ମମତା ଭୋଇ।

୧୦-ବବିଙ୍କ ଭାଇ ଭବ ଦାସ ଗିରଫ ଘଟଣା: ଯାଜପୁର ଥାନାରେ ଅଭିଯୋଗକୁ ପ୍ରତ୍ୟାହାର କଲେ ଅଭିଯୋଗକାରୀ।

୧୧-ସମ୍ବିଧାନର ଗୁରୁତ୍ଵ ବିଷୟରେ ସଚେତନ ହେବେ ପିଲା,୨୬ରେ ବିଦ୍ୟାଳୟରେ ପାଳନ ହେବ ସମ୍ବିଧାନ ଦିବସ।

୧୨-ଆସନ୍ତା ମାସ ୭ରୁ ୧୧ ତାରିଖ ମଧ୍ୟରେ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ।

୧୩-କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ।ଷଣ୍ଢ ଲଢେଇ ଆକ୍ରମଣରେ ଦୁଇ ଯୁବତୀ ଆହତ।

୧୪-ବଲାଙ୍ଗୀର:ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।

୧୫-ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଓ ଶିଳ୍ପନୀତି, କ୍ୟାବିନେଟର ଅନୁମୋଦନ।

୧୬-ପରିବାର ସହିତ କିମ୍ବା ବନ୍ଧୁ ବାନ୍ଧବଙ୍କ ସହିତ ତୀର୍ଥକ୍ଷେତ୍ର ଭ୍ରମଣ ଅଥବା ଅବସର ବିନୋଦନ ପାଇଁ କିଛି ଯୋଜନା: ଯୋଗାଯୋଗ କରନ୍ତୁ ମାତୃ କୃପା ହଲିଡେ-6371720474,8328986547।

୧୭-ମୁକୁଳା ଡ୍ରେନରେ ମାଛ ଚାଷ! ଏବେ ବେଶ ଚର୍ଚ୍ଚାରେ କନ୍ଧମାଳ ସିଡିଏମଓଙ୍କ ଏଭଳି ଏକ ନିୟାରା ପ୍ରୟାସ।

୧୮-ନୂଆ ଦିଲ୍ଲୀ:ରେସନ କାର୍ଡର ଡିଜିଟାଲାଇଜେସନ, ବାଦ୍‌ ପଡ଼ିଲା ୫ କୋଟି ଭୂତ କାର୍ଡ।

୧୯-ଚର୍ଚ୍ଚାରେ ଝାଡ଼ଖଣ୍ଡ ନିର୍ବାଚନ, ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ହରାଇଲେ ରାଜ୍ୟପାଳଙ୍କ ବୋହୂ।

୨୦-ଝାଡ଼ଖଣ୍ଡରେ JMMକୁ ଜିତାଇଲେ ଓଡ଼ିଆ ଝିଅ; ଫେଲ୍ ମାରିଲା NDA ରଣନୀତି।

୨୧-ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି ମେଣ୍ଟ।

୨୨-ଆସନ୍ତା ଶୀତକାଳୀନ ଅଧିବେଶନରେ ଲୋକସଭାରେ ବସିବେ ପ୍ରିୟଙ୍କା ଗାନ୍ଧି।

୨୩-ଦିଲ୍ଲୀ:କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ପୋଲିସର ଛାନଭିନ୍ ଜାରି।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024