ତାରିଖ ୨୩/୧୧/୨୪, ଶନିବାର
*_`୧-ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା,୮୦ରୁ ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ।`_*
*_`୨-ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ।ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ‘bseodisha.ac.in’ରେ ଫଳାଫଳ ଉପଲବ୍ଧ।`_*
*_`୩-ସମ୍ପତ୍ତି ବିବରଣୀ ଦେଉ ନାହାନ୍ତି ସରକାରୀକର୍ମଚାରୀ,୨୦୨୪ସରିବ,୨୦୨୩ର ତାଲିକା ଦାଖଲ ହୋଇନି, ନଭେମ୍ବର ୩୦ ଶେଷ ସୁଯୋଗ।`_*
*_`୪-ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଅଭିନେତା କଳି: ଡିସିପି ଅଫିସ ସମ୍ମୁଖରେ ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି।`_*
*_`୫-ଜୟପୁର:ଚାପିଦେଲା ଟ୍ରକ୍,ବାପା -ପୁଅ-ପୁତୁରା ସମେତ ୪ ମୃତ, ମୃତକଙ୍କ ମଧ୍ୟରେ ୩ ନାବାଳକ।`_*
*_`୬-ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଅଷ୍ଟମ ସନ୍ଧ୍ୟା:ଅସୀମା ଓ ଅଞ୍ଜଳିଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ।`_*
*_`୭-ମାଲକାନଗିରି:ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।`_*
*_`୮-ଅନଲାଇନ ଗେମ୍ ମାୟାରେ ବାୟା ଯୁବପିଢି । ରାତାରାତି ଧନୀ ହେବା ଲୋଭରେ ହରାଉଛନ୍ତି ହଜାର ହଜାର ଟଙ୍କା।`_*
*_`୯-ନବରଙ୍ଗପୁରରେ ଚାଷୀଙ୍କଠାରୁ ମକା କିଣିବ ନାଫେଡ; କୁଇଣ୍ଟାଲ ପିଛା ମିଳିବ ୨୨୨୫ ଟଙ୍କା।`_*
*_`୧୦-ମହତାବ ବନାମ ବିଜୁ:ବରପୁତ୍ରଙ୍କୁ ନେଇ ତେଜିଲା ରାଜନୀତି, ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି।`_*
*_`୧୧-ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ।`_*
*_`୧୨-ବରଗଡ଼ ଧନୁଯାତ୍ରାରେ ଶାସନ କରିବେ ନୂଆ କଂସ ମହାରାଜ।ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୩ରେ ସରିବ।`_*
*_`୧୩-ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ବଙ୍ଗୋପସାଗରରେ ଆସୁଛି 'ଫେଙ୍ଗାଲ' ଓଡିଶାକୁ ଭୟ ନାହିଁ ।`_*
*_`୧୪-ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ଖସୁଛି ରାତିର ସର୍ବନିମ୍ନ ତାପମାତ୍ରା, ୭ ଜିଲାରେ ବଢୁଛି ଶୀତ ପ୍ରକୋପ।`_*
*_`୧୫-ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।`_*
*_`୧୬-କ୍ୟାନସର ସହ ଲଢ଼ିଲେ ଆଉ ଜିତିଲେ ସିଦ୍ଧୁଙ୍କ ପତ୍ନୀ; ସେୟାର କଲେ ଡାଏଟ ପ୍ଲାନ୍। ସେ ଦୈନଦିନ ଜୀବନରେ ଲେମ୍ବୁ ପାଣି , କଞ୍ଚା ହଳଦି , ନିମ୍ବ ପତ୍ର ଓ ତୁଳସୀ ଖାଉଥିଲେ।`_*
*_`୧୭-କେଜ୍ରିଓ୍ବାଲଙ୍କ ତୁଳନାରେ ଅତିଶୀ ହଜାର ଗୁଣ ଭଲ: ଦିଲ୍ଲୀ ଉପରାଜ୍ୟପାଳ।`_*
*_`୧୮-ସୁପ୍ରିମକୋର୍ଟର ୧୩ ଓକିଲ ଯାଞ୍ଚ କରିବେ ଦିଲ୍ଲୀ ପ୍ରଦୂଷଣ`_*
*_`୧୯-ମଣିପୁରକୁ ଅତିରିକ୍ତ ୧୦,୦୦୦ ଯବାନ ପଠାଇବେ କେନ୍ଦ୍ର ସରକାର, ସବୁ ସମ୍ୱେଦନଶୀଳ ସ୍ଥାନରେ ହେବେ ମୁତୟନ।`_*
*_`୨୦-ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି।`_*
*_`୨୧-୮ମ ବେତନ କମିଶନ: କେନ୍ଦ୍ର କର୍ମଚାରୀଙ୍କ ଦରମା ୧୮୬% ବଢ଼ିବ।`_*
*_`୨୨-ଚାପ ପଡିବା ପରେ ବଦଳିଲା କାନାଡାର ସ୍ୱର । ମୋଦୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ କଲା ଖଣ୍ଡନ।`_*
For more updates Join our WhatsApp Channel
Comments
Post a Comment