ଖବର ଆଜିର* ତାରିଖ:୩୦/୧୦/୨୪, ବୁଧବାର


୧-ଧନ୍‌ତେରାସ୍‌ରେ ଦେଶରେ ପ୍ରାୟ ୨୫ ଟନ୍‌ ସୁନା ଓ ୨୫୦ ଟନ୍‌ ରୁପା କାରବାର।

୨-ଭୁବନେଶ୍ୱର:୨ ଡିଗ୍ରୀ କମିବ ରାତି ତାପମାତ୍ରା, ଦୀପାବଳୀରୁ ଶୀତ ଆରମ୍ଭ।

୩-ଧନ୍‌ତେରାସ୍‌ରେ ଓଡ଼ିଶାରେ ସୁନା ବେପାର, ଦିନକରେ ୧୯୦ କୋଟି ଟପିଲା।

୪-ଭୁବନେଶ୍ୱର:ବଦଳିଲେ ୨୨ଜଣ OAS ଅଧିକାରୀ, ସ୍ନିଗ୍ଧା ଚମ୍ପତିରାୟ ହେଲେ ଯୁଗ୍ମ ରିଲିଫ୍ କମିଶନର।

୫-ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ( ୫ଟାରୁ ରାତି ୧୦) ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

୬-ଅଦିନ ରଥଯାତ୍ରାକୁ ବାରଣ କରି ଚିଠି ଲେଖିଲେ ଗଜପତି, କହିଲେ ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି।

୭-ଭୁବନେଶ୍ୱର:ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି, ସିରିଜ ବାଣ ଫୁଟାଇବା ମନା।

୮-ବାଲେଶ୍ଵର:ଗୌଡୁଣୀପୋଖରୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ନାତୁଣୀ ମୃତ, ଅଜା ଗୁରୁତର।

୯-ଭୁବନେଶ୍ୱର:୩୩୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍।

୧୦-ରାସନ କାର୍ଡକୁ ନେଇ ବଡ ଖବର । କଟିବ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ।

୧୧-ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ।

୧୨-ଅବକାରୀ ଆଇନରେ ହେଲା ସଂଶୋଧନ । ନାଚିବାକୁ ମିଳିଲାନି ଅନୁମତି, ସର୍ତ୍ତ ସହ ବାରରେ ହେବ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା

୧୩-ଲିଙ୍ଗରାଜ ବେଢ଼ାରେ ଶିଳ୍ପାଙ୍କ ଫୋଟ ବିବାଦ : ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ।

୧୪-ଜୟନାରାୟଣଙ୍କ ବଡ଼ ବୟାନ; କହିଲେ, ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିଯିବ ବିଜେଡି।

୧୫-କଳିଙ୍ଗନଗର:ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା।

୧୬-ବଲାଙ୍ଗିର: ବଲାଙ୍ଗିର ଡବଲ ମର୍ଡର ଘଟଣାରେ ୮ଜଣ ଗିରଫ।

୧୭-ଖାନନଗର ଟ୍ରାଫିକ ଛକ ନିକଟରେ ଘଟିଛି ଦୁର୍ଘଟଣା । କଲେଜ ଵସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ଛାତ୍ରୀ ଆହତ।

୧୮-କାଳୀପୂଜା ଓ ଛଟ୍ ପୂଜା ପାଇଁ ୨୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ଚାଲିବ।

୧୯-ଦୀପାବଳି ପୂର୍ବରୁ ମୋଦୀଙ୍କ ବଡ ଭେଟି । ଆୟୁଷ୍ମାନ ପାର୍ଟ-୨ର କଲେ ଶୁଭାରମ୍ଭ । ପ୍ରଥମ ଥର ଲାଭ ପାଇବେ ଓଡିଶାବାସୀ।

୨୦-UPI ବ୍ୟବହାର କରି ଗଣେଶ ମୂର୍ତ୍ତି କିଣିଲେ ସ୍ପେନ ରାଷ୍ଟ୍ରପତି; ଭାରତରେ ଦୀପାବଳି ଉତ୍ସବ ପାଳିଲେ ପତିପତ୍ନୀ।

୨୧-ଗାଜିଆବାଦ କୋର୍ଟରେ ଉତ୍ତେଜନା, ଓକିଲ-ପୁଲିସ ସଂଘର୍ଷ ପରେ ପୁଲିସ ଆଉଟପୋଷ୍ଟରେ ଲଗାଇ ଦେଲେ ନିଆଁ।

୨୨-ନୂଆ ଦିଲ୍ଲୀ:ଶସ୍ତା ହେବ ସ୍ତନ କର୍କଟ ଏବଂ ଫୁସ୍‌ଫୁସ କ୍ୟାନ୍ସର ପାଇଁ ବ୍ୟବହୃତ ହେଉଥିବା ୩ ଔଷଧ, ସରକାରଙ୍କ ବଡ଼ ନିଷ୍ପତ୍ତି।

୨୩-ପାଟନା ମେଟ୍ରୋ ଟନେଲ କାମବେଳେ ଅଘଟଣ: ୨ ଓଡ଼ିଆ ଶ୍ରମିକ ମୃତ, ୬ ଆହତ

୨୪-ଲଦାଖରୁ ଆସିଲା ବଡ଼ ଖବର: ଡିପସାଙ୍ଗ ଓ ଡେମଚୋକ ସୀମାରୁ ଭାରତ ଏବଂ ଚୀନ ସୈନ୍ୟ ପ୍ରତ୍ୟାହାର ଶେଷ !

୨୫-ଅହମଦାବାଦ:ମନ୍ଧାନା- କୌରଙ୍କ ଧମାଲ, ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତୀୟ ଟିମ୍।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024