ଖବର ଆଜିର ତାରିଖ: ୨୮/୧୦/୨୦୨୪



*_୧-ଓଡ଼ିଶାରେ ୧୦ ଲକ୍ଷ ମନରେଗା ଶ୍ରମିକ କଟିଲେ, ୪୯.୭% ଶ୍ରମଦିବସ ହ୍ରାସ। ଅନ୍ୟସବୁ ରାଜ୍ୟରେ ବଢିଛନ୍ତି_*

*_୨-ଆସନ୍ତା କାଲି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଆରମ୍ଭ ହେବା ସୂଚନା_*

*_୩-କୋରାପୁଟରେ ଲୋକମହୋତ୍ସବ ‘ପରବ’ ଆରମ୍ଭ ପାଇଁ ପୂଜାର୍ଚ୍ଚନା ଓ ଶୋଭାଯାତ୍ରା_*

*_୪-ମୁଖ୍ୟମନ୍ତ୍ରୀ ମାଝୀ ହେଲିକପ୍ଟର ରେ ଆକାଶମାର୍ଗ ବୁଲି ଦେଖିଲେ ବାତ୍ୟାଜନିତ କ୍ଷୟକ୍ଷତି_*

*_୫-ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲକୁ ମହାରାଷ୍ଟ୍ରରୁ ଆସିଲା ମହାବଳ ବାଘ।_*

*_୬-ରାଜଧାନୀରେ ବାଘ ବୁଲିବା ଗୁଜବ ପାଇଁ ରାତି ଅନିଦ୍ରା, ଅଡ଼ୁଆରେ ବନବିଭାଗ_*

*_୭-ଖାଇବା ତେଲ ଦାମ ହେଲା ଆକାଶଛୁଆଁ। ପାମ ତେଲ ବଢିଲା ୩୭%, ସୋରିଷ ତେଲ ବଢିଲା ୨୯%_*

*_୮-ମାଲକାନଗିରି ଜିଲ୍ଲା କାଲିମେଳା ରେ ଖାଇବାକୁ ନ ପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ ସରକାରୀ ବିଦ୍ୟାଳୟର ୩୦ଜଣ ଅନ୍ତେବାସୀ_*

*_୯-ଭୁବନେଶ୍ୱର ରାସ୍ତାରେ ସରକାରୀ ଏଲଇଡି ଦିସପ୍ଲେ ସୂଚନା ବୋର୍ଡରେ ଓଡ଼ିଆ ଭାଷା ବନାନରେ ତ୍ରୁଟି। ଏବେବି ଦୁର୍ଗାପୂଜା ର ଶୁଭେଚ୍ଛା ଓ ସତର୍କତା ଲେଖା ଚାଲିଛି_*

*_୧୦-ନଭେମ୍ବର ୧ରୁ ବନ୍ଦ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ_*

*_୧୧-ଆସନ୍ତା ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବ 'ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ'_*

*_୧୨-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ_*

*_୧୩-କୋରାପୁଟ ସଦର ଓ ଟାଉନଥାନା ଅଂଚଳରେ ମର୍ଣ୍ଣିଂୱାକରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଥିବା ୨ଟି ଥାନାରେ ୩ଟି ଅଭିଯୋଗ ହୋଇଛି_*

*_୧୪-ଖୋର୍ଦ୍ଧା ବାଲିଅନ୍ତାରେ ଜେଲ୍ ଗଲେ ୪ ଜୁଆଡି, ୨୪ ହଜାର ଟଙ୍କା ଓ ତାସ୍ ଜବତ_*

*_୧୫-ଭଦ୍ରକ ଜ଼ିଲ୍ଲା ଧୂଷୁରୀ ପଣ୍ଡା ପାଟଣା ଗାଁରେ ଜଣେ କଲେଜ ଛାତ୍ର ବନ୍ୟା ଜଳରେ ଭାସି ଯାଇଛନ୍ତି_*

*_୧୬-ନବରଙ୍ଗପୁର ଜିଲ୍ଲା ଜୁନାପାଣିରେ ପୋଖରୀରେ ଗାଧୋଇ ବାକୁ ଯାଇ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର_*

*_୧୭-କେନ୍ଦ୍ରାପଡା ରାଜକନିକା ଖୁଣ୍ଟା ଗାଁରେ ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର, ଭିତରକନିକାରେ ଛଡ଼ାଗଲା_*

*_୧୮-ଅନୁଗୋଳରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର ରୋଜାଲିନ ବେହେରା, ଆକାଉଣ୍ଟରୁ କଟିଗଲା ୮୦ ହଜାର ଟଙ୍କା_*

*_୧୯-ଇନ୍ଦୋରରୁ ରତଲାମ ଡିଏମୟୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଗଲା, ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ_*

*_୨୦-ଆରଜେଡିରେ ଯୋଗ ଦେଲେ ବିହାରର କୁଖ୍ୟାତ ଅପରାଧୀ ସାହାବୁଦ୍ଦିନର ପରିବାର_*

*_୨୧-ମାଗଣା ମାଗଣା !! ଉତ୍ତରପ୍ରଦେଶ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ସରକାର ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବାଣ୍ଟିବେ_*

*_୨୨-କ୍ରିକେଟ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତକୁ ୭୬ ରନ୍‌ରେ ହରାଇଲା ନ୍ୟୁଜିଲାଣ୍ଡ, ଦିନିକିଆ ସିରିଜ୍‌ ୧-୧ରେ ସମାନ_*

*_୨୩-ଡୋନାଲଡ଼ ଟ୍ରମ୍ପ କହିଲେ, କମଳା ହାରିସ୍ ହେବେ ତୃତୀୟ ବିଶ୍ୱଯୁଦ୍ଧର କାରଣ_*

*_୨୪-ଇସ୍ରାଏଲର ମହିଳା ପାଇଲଟ ଇରାନ ଉପରେ ବୋମାମାଡ଼ କଲେ। ଅସ୍ତ୍ରବିରତି ପାଇଁ ଜାତିସଂଘକୁ ଲେଖିଲା ଇରାନ_*

*_୨୫-ଆଜି ଅନ୍ତର୍ଜାତୀୟ ଆନିମେସନ ଦିବସ_*
*_ଆଜି ଚେକୋସ୍ଲୋଭାକିଆ ଦେଶର ସ୍ବାଧୀନତା ଦିବସ_*

*_୨୬-ଆଜି ଜନ୍ମଦିନ: ଭଗିନୀ ନିବେଦିତା, ଇନ୍ଦ୍ରା ନୁୟି, ଉର୍ଜିତ ପଟେଲ_*

*_୨୭-ଇତିହାସରେ ଆଜି: (୧୮୬୩) ଅନ୍ତର୍ଜାତୀୟ ରେଡକ୍ରସ କମିଟ ଗଠିତ/ (୧୯୨୯) ଆମେରିକା ୱାଲ ଷ୍ଟ୍ରୀଟ ଶେୟାର ମାର୍କେଟରେ ରେ ସବୁଠାରୁ ବଡ଼ କ୍ଷତି/ {୨୦୦୪) ଚୀନରେ ଖୋଳାହେଲା ୪୦୦୦ ବର୍ଷର ଐତିହାସିକ ସମାଧି_*

*_୨୮-ଗଞ୍ଜାମ ଖଲ୍ଲିକୋଟ କମଳା ପଦର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଜଳି ଗଲା ୩ ପରିବାରର ୧୦ ବଖରା ଘର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି_*

*_୨୯- ରାଜଧାନୀ ରେ କାର ସର୍ଭିସ୍ ନାମରେ ଠକେଇ ସ୍ପିଡୋରାଇଡ ସଂସ୍ଥାର ମାଲିକ ସତିଶ ମହାରଣା ଗିରଫ ୫ ଟି କାର ଜବତ_*

*_୩୯- ଯାଜପୁର ଦଶରଥପୁର ଥାନା ଝୁମ୍ପୁରା ଛକ ନିକଟରେ ଗୋ ଚାଲାଣ ବେଳେ ଗାଡ଼ି ଦୁର୍ଘଟଣା ଗସ୍ତ ଗୋଟିଏ ଗାଈ ମୃତ ଅନେକ ଆହତ ଫସିଥିବା ଗାଈ କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ_*

*_୪୦- କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତରେ ପରିତ୍ୟକ୍ତ କୂଅରେ ପଡିଲେ ୧୫ରୁ ଅଧିକ ବାରହା_*

*_୪୧-ସମ୍ବଲପୁର ସହରରେ ଗଡୁନି ମୋ ବସ୍ ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବି ସମସ୍ୟାର ସମାଧାନ ହେଲେ ଗଡିବ ବସ୍_*

*_୪୨- ଆଜି ପ୍ରଧାନ ମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ_*

*_୪୩- ଫିଲିଫାଇନ୍ସରେ ଘୂର୍ଣ୍ଣିଝଡ ତାଣ୍ଡବ ଜନ ଜୀବନ ଅସ୍ତ ବ୍ୟସ୍ତ_*

*_୪୪- କଟକ ପୁରୀ ବାଙ୍ଗିରି ପୋଷି ଏକ୍ସପ୍ରେସ ରୁ ୬୨ ଲିଟର ମଦ ଜବତ କଲା ଆରପିଏଫ ଜଣେ ଗିରଫ_*

*_୪୫- କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତେଇ ସରପଂଚ ଙ୍କୁ ମରଣାନ୍ତକ ଆକ୍ରମଣ ପ୍ରଥମେ ପାଟକୁରା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି_*

*_୪୬- ହାଇଦ୍ରାବାଦ ରେ ବାଣ ଦୋକାନରେ ଅଗ୍ନିକାଣ୍ଡ ଜଣେ ଗୁରୁତର_*

*_୪୭- ବିଞ୍ଝାରପୁର ବ୍ଲକରେ ଭତ୍ତା ଦୁର୍ନୀତି ବୟସ ହୋଇନାହିଁ ପାଉଛନ୍ତି ଭତ୍ତା ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଉଚ୍ଚ ପଦସ୍ଥ ଅଧିକାରୀ_*

*_୪୮- ରାତିରେ ମାତିଲେ ଚୋର ଖଲ୍ଲିକୋଟ ଷୋଳବନ୍ଧ ଗାଆଁରେ ସିରିଜ ଲୁଟ ବହୁ ସୁନା ଅଳଙ୍କାର ଟଙ୍କା ଲୁଟ ଅଭିଯୋଗ ଗୁରୁତର ମହିଳା ମେଡ଼ିକାଲ ରେ ଭର୍ତ୍ତି_*

*_୪୯-ବାତ୍ୟା ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ_*

*_୫୦,- ମାହାଙ୍ଗା ବ୍ଲକ୍ ବରାହୀପୂର୍ ସରପଂଚ ଙ୍କୁ ନିଲମ୍ବିତ କଲେ ପଂଚାୟତ ବିଭାଗ ।_*

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)