ଖବର ଆଜିର* ତାରିଖ:୩୧/୧୦/୨୪, ଗୁରୁବାର

୧-ଆସନ୍ତା ନଭେମ୍ବର ୨୬ ତାରିଖରୁ ଶୀତକାଳୀନ ବିଧାନସଭା, ଚଳିତ ଥର ରହିଛି ୩୦ କାର୍ଯ୍ୟଦିବସ, ଡିସେମ୍ବର ୩୧ରେ ଶେଷ ହେବ ଅଧିବେଶନ, ପ୍ରଥମ ଦିନରେ ରହିବ ଅତିରିକ୍ତ ବଜେଟ।

୨-ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା।

୩-ନଭେମ୍ବର ମାସରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ, କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

୪-ରାଜଧାନୀଭରତପୁର:ପ୍ରେମ-ପରିଣୟ-ମତାନ୍ତର ଓ ହତ୍ୟା, ଜୋର ଜବରଦସ୍ତି ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ବାମୀ।

୫-ଯାଜପୁର: କଞ୍ଚାମାଲ ଅଭାବରୁ ଫେରୋକ୍ରମ କାରଖାନା ଫର୍ଣେସ୍ ବନ୍ଦ।

୬-ମଞ୍ଚେଶ୍ବର:ଆଜି ବିରାଜିବେ ମା ଶ୍ୟାମାକାଳୀ, ବିଭିନ୍ନ ସ୍ଥାନରେ ଆବାହନ ପାଇଁ ପ୍ରସ୍ତୁତି ଶେଷ।

୭-ଭୁବନେଶ୍ୱର: ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର, ତାନସେନ ସିଂହ, ସୁଦର୍ଶନ ସାହୁଙ୍କୁ କଳା ପୁରସ୍କାର ପ୍ରଦାନ।

୮-ଭୁବନେଶ୍ୱର ଉପକଣ୍ଠରେ ଆତଙ୍କ:ସହର ମୁହାଁ ୧୫ ହାତୀ। ଦାରୁ ଠେଙ୍ଗ,ପଥର ଗାଡିଆରେ ଉତ୍ପାତ।

୯-MKCG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ : ୫ ସିନିୟର ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ ଏବଂ କ୍ୟାମ୍ପସରୁ ବିତାଡିତ ନିଷ୍ପତ୍ତି।

୧୦-ପୁରୀରେ ଟ୍ରେନରୁ ୧୫୦ ଗୁଳି ଜବତ,RPF ତରଫରୁ ତନାଘନା ଆରମ୍ଭ।

୧୧-ଧାନ ବିଲରେ ମରୁଡ଼ିର ପଦଧ୍ୱନୀ । ଗୁଣୁପୁରରେ ପାଣି ଅଭାବରୁ ବିଲ ଫାଟି ଆଁ, ଶୁଖି ଜାଳ ହୋଇଗଲାଣି ଧାନ ଗଛ।

୧୨- କେନ୍ଦ୍ରାପଡା:ବ୍ଲକରୁ ତଡା ଖାଇଲେ ସିଡିପିଓ,ସ୍ନେହଲତା ସାହୁ, ଉପମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ଛଡାଯିବନି । ସନ୍ଦେହରେ ଜିଲ୍ଲା ପ୍ରଶାସନର ନୀରବତା।

୧୩-ଡେରାବିଶ: ଦାମୋଦର ପାଠାଗାର ମାଧ୍ୟମରେ,ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କ ପାଠ୍ୟ ପୁସ୍ତକ ଦାନ କରୁଥିବା ସମାଜସେବୀ ଦାମୋଦର ଖଟୁଆଙ୍କ ୮୧ ବର୍ଷ ବୟସରେ ପରଲୋକ।

୧୪-ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ଆଣିବେ ସରକାର, କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

୧୫-୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା, ଭିଜନ ଡକୁମେଣ୍ଟ ପାଇଁ ଓ୍ୱେବ୍ ପୋର୍ଟାଲ ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।

୧୬-କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ, ପହିଲାରୁ ସନ୍ଧ୍ୟା ୬ରୁ ସୂର୍ଯ୍ୟ ମନ୍ଦିର ବନ୍ଦ୍।

୧୭-ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ।

୧୮-ରାଜକନିକା ବ୍ଲକ ମେଘପୁର ଗାଁ:୮୨ ବର୍ଷ ବୟସରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କୃତିତ୍ବ ହାସଲ କଲେ ଗୋପୀନାଥ।

୧୯-ଅଯୋଧ୍ୟାରେ ଦୀପୋତ୍ସବ: ଜଳିଲା ୨୫ ଲକ୍ଷ ଦୀପ, ୧୧୨୧ ଜଣ କଲେ ଆରତି।

୨୦-ହାଇଦରାବାଦ:ଚାଞ୍ଚଲ୍ୟକର ଘଟଣା; ମୋମୋ ଖାଇ ମହିଳାଙ୍କର ମୃତ୍ୟୁ, ୨୦ ଜଣ ଗୁରୁତର।

୨୧-ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା।

୨୨-ଜଣେ ମହିଳାଙ୍କ ସମେତ ୩ ଜଣ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ।

୨୩-ନୂଆ ଦିଲ୍ଲୀ:ହିଜବୁଲ୍ଲା ନୂଆ ମୁଖ୍ୟର ନଇମ କ୍ୱାସୀମର ରଣ ହୁଙ୍କାର: ବିନା ସର୍ତ୍ତରେ ହେବନି ଯୁଦ୍ଧ ବିରାମ, ସେପଟେ ଟପ୍ କମାଣ୍ଡରକୁ ମାରିଲା ଇସ୍ରାଏଲ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024