ଖବର ଆଜିର* ତାରିଖ:୨୮/୧୦/୨୪, ସୋମବାର


୧-ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ବାତ୍ୟାରେ ୩୬ଲକ୍ଷ ପ୍ରଭାବିତ ,ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ।

୨-ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ମିଳିବ ସ୍ବାସ୍ଥ୍ୟ ସେବା।

୩-ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ।

୪-ଭୁବନେଶ୍ୱର:'ମନ୍ କି ବାତ୍' ରେ କୋଣାର୍କ କଥା କହିଲେ ମୋଦୀ।

୫-ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ,ସାଧୁତାର ଶପଥପାଠ କରାଇବେ ମୁଖ୍ୟମନ୍ତ୍ରୀ।

୬-ବାରଙ୍ଗ:୧୫ରୁ 'ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ' ଆରମ୍ଭ ୧୮ରେ ହେବ ଶେଷ।

୭-ବାଲିଅନ୍ତା: ଜେଲ୍ ଗଲେ ୪ ଜୁଆଡି,୨୪ହଜାର ଟଙ୍କା ଓ ତାସ୍ ଜବତ।

୮-ଫୁଲବାଣୀ:ସାରଳା ଦିଗାଲ ମୃତ୍ୟୁ ମାମଲା, ପରକୀୟା ପ୍ରୀତିରୁ ପ୍ରତାରିତ ହେବା ପରେ କରିଥିଲେ ଆତ୍ମହତ୍ୟା, ସ୍ୱାମୀ ଓ ପ୍ରେମିକ ଗିରଫ।

୯-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ।

୧୦-ଭୁବନେଶ୍ୱର:ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଦ୍ୱାରା କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉଦଘାଟିତ।

୧୧-ପାର୍ବଣରେ ତେଲ ବିଗାଡ଼ିଲା ହାଣ୍ଡିଶାଳ ବଜେଟ୍; ମାସକରେ ପାମ୍‌ ଅଏଲ୍ ୩୭% ମହଙ୍ଗା।

୧୨-ଶିମିଳିପାଳରେ ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ଅଢେଇ ବର୍ଷର ବାଘୁଣୀ ।

୧୩-ଅନୁଗୋଳ:ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର ରୋଜାଲିନ ବେହେରା, ଲିଙ୍କ୍ କ୍ଲିକ୍ କରୁ କରୁ କଟିଗଲା ୮୦ ହଜାର ଟଙ୍କା।

୧୪-ରାଜକନିକା,ଖୁଣ୍ଟା ଗାଁ:ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର, ଭିତରକନିକାରେ ଛାଡିଲା ବନବିଭାଗ।

୧୫-'ଦାନା’କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା : ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ।

୧୬-ଦୀପାବଳି ଅବସରରେ ଗ୍ରାହକଙ୍କୁ Jioର ଖାସ ଅଫର, ମାତ୍ର ୬୯୯ଟଙ୍କାରେ କିଣିନିଅନ୍ତୁ 4G ଫୋନ।

୧୭-ଦୀପାବଳିରେ ମାଗଣା ବଣ୍ଟାଯିବ LPG ସିଲିଣ୍ଡର,ଉତ୍ତରପ୍ରଦେଶ,ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବାଣ୍ଟିବେ।

୧୮-ମଧ୍ୟପ୍ରଦେଶ:ହୃଦୟ ବିଦାରକ ଦୃଶ୍ୟ, ସାଙ୍ଗମାନଙ୍କ ସହିତ ବସି କଥା ହେଉଥିଲେ, ଟଳିପଡ଼ିଲେ ଯୁବକ।

୧୯-ଅହମ୍ମଦାବାଦ:ପୋଷାକ କାରଖାନାରେ ଗ୍ୟାସ ଲିକ୍‌ରୁ ୨ ମୃତ, ଭେଣ୍ଟିଲେଟରରେ ୭ କର୍ମଚାରୀ।

୨୦-ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ କ୍ଷେପଣାସ୍ତ୍ର ଯୋଗାଇଲେ ରୁଷ କଡ଼ା ଜବାବ ଦେବ: ପୁଟିନ

୨୧-ହଟିଲେ ବାବର୍‌, ରିଜଓ୍ବାନ ହେଲେ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ।

୨୨-ଆଫଗାନିସ୍ତାନର ନୂଆ କୀର୍ତ୍ତିମାନ, ପ୍ରଥମ ଥର ଜିତିଲା ଏମର୍ଜିଂ ଏସିଆ କପ୍ ୨୦୨୪।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024