ଖବର ଆଜିର, ତାରିଖ: ୨୯/୧୦/୨୪, ମଙ୍ଗଳବାର

 
୧-ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା:ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା।

୨-ପୁଣି ଦେଶରେ ଚମକିଲା ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା, ଜନ ପରିବହନରେ ନମ୍ବର ଓ୍ବାନ୍ ହେଲା ଓଡ଼ିଶା, ମିଳିଲା ପୁରସ୍କାର।

୩-ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର, ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର।

୪-ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି,ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ : ମୁଖ୍ୟମନ୍ତ୍ରୀ

୫-ମଠ-ମନ୍ଦିରଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ପାଈଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର : ଆଇନ ମନ୍ତ୍ରୀ

୬-ବଦଳିଲେ ୧୧ ଓଏଏସ ଅଧିକାରୀ,ମନୋରଞ୍ଜନ ସାହୁ ହେଲେ ଭୁବନେଶ୍ବର ଉପଜିଲାପାଳ।

୭-ଫେରିଲା ପଥୋତ୍ସବ : ଆଜି କମ୍ପିବ ଜନପଥ,ମାଷ୍ଟର କାଣ୍ଟିନ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡିଆ ଯାଏ ପଥୋତ୍ସବ କରାଯିବ। 

୮-ଦିନକୁ ଦିନ ଅଧିକ ସକ୍ରିୟ ଭିଜିଲାନ୍ସ,୪ ମାସରେ ବନ୍ଧା ହେଲେଣି ୨୪ କ୍ଲାସ୍ ଓ୍ବାନ ଅଫିସର।

୯-କାଳୀପୂଜା-ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ, ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ, ଘରେ ପୂଜା କଲେ ୩୧ରେ ଓ ବ୍ୟବସାୟୀମାନେ ୧ରେ ପାଳିବା ଉଚିତ୍।

୧୦-ସାଲେପୁର ଭାତପଡା ଛକ:ଓଲଟିଲା ମଦ ବୋଝେଇ ପିକ୍‌ଅପ୍‌, ଶହ ଶହ ବୋତଲ ବୋହିନେଲେ ଲୋକେ।

୧୧-ସୋର: ବାତ୍ୟା 'ଦାନା'କୁ ୪ ଦିନ ବିତିଗଲା,ଏବେ ବି ୧୫ ଗାଁ ଜଳବନ୍ଦୀ।

୧୨-ମୋହନା:ଏକ କୋଟି ଟଙ୍କାର ଲୁଟ ସୁନା ଓ ରୁପା ଅଳଙ୍କାର ଜବତ, ଦୁଇ ଗିରଫ ।

୧୩-ରାଜଧାନୀ ଭୁବନେଶ୍ଵରରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ,ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର, ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା।

୧୪-ଜୟପୁର:ବ୍ୟବସାୟୀ ମାନୁନାହାନ୍ତି ଟ୍ରାଫିକ୍ କଟକଣା! ଜବରଦଖଲ ଅଭିଯୋଗ।

୧୫-ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଶିଳ୍ପା ସେଟ୍ଟୀ, ଭିଡିଓ ବି ଭାଇରାଲ୍।

୧୬-ବାଲେଶ୍ଵର: ଉଜୁଡ଼ା ଚିତ୍ର ! କେଉଁଠି ବତୁରିଛି ଫସଲ, କାହାର ବୁଡ଼ିଛି କୂଳ ବେଉଷା ୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି ।

୧୭-ଆଜି ୫୧ ହଜାରଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ।

୧୮-ଆଜିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+; ନୂଆ କାର୍ଡରେ ରହିବ ୨୭ ହଜାର ହସ୍ପିଟାଲର ସୁବିଧା।

୧୯-ହାଇଦ୍ରାବାଦ:୮ କୋଟି ଟଙ୍କା ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ।

୨୦-ଭଦୋଦରା:ସ୍ବଦେଶୀ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ନୂଆ ଅଧ୍ୟାୟ; C-295 ପ୍ଲାଣ୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

୨୧-ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ଯବାନଙ୍କ ଏନକାଉଣ୍ଟରେ ୩ ଆତଙ୍କବାଦୀ ନିହତ: ସେନା ଗାଡି ଉପରକୁ ଗୁଳିମାଡ ପରେ ପାଲଟା ଆକ୍ରମଣ କରିଥିଲା ଭାରତୀୟ ସେନା

୨୨-ଚାଡ୍‌ରେ ସୈନ୍ୟ ଶିବିର ଉପରେ ଆକ୍ରମଣ, ୪୦ ସୈନିକ ମୃତ; ସୈନ୍ୟ ଅଭିଯାନ ଘୋଷଣା କଲେ ରାଷ୍ଟ୍ରପତି ଡେବି ଇଟନୋ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024