ତାରିଖ:୨୭/୧୦/୨୪, ରବିବାର



*_`୧-ବାଲେଶ୍ଵର/ଭଦ୍ରକ:ପାଣି ଘେରରେ ୧୫୦ ପଞ୍ଚାୟତ, ଭଦ୍ରକ - ଆରଡି ଯୋଗାଯୋଗ ବିଚ୍ଛିନ୍ନ।`_*

*_`୨-ବିପଦ ସଙ୍କେତ ଉପରେ ବୁଢାବଳଙ୍ଗ, ଔପଦାରେ ୨୪୦ ମି ମି ବର୍ଷା।`_*

*_`୩-ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା; ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ପକ୍କା ଘର।`_*

*_`୪-ନିୟନ୍ତ୍ରଣ ବାହାରେ କଳିଙ୍ଗନଗର ପ୍ରଦୂଷଣ,ଦୁଇ ସପ୍ତାହ ମଧ୍ୟରେ ୭ ଶିଳ୍ପ ସଂସ୍ଥାକୁ ନୋଟିସ।`_*

*_`୫-କଟକ: ସାରଳା ଭବନରେ ଜୟନ୍ତୀ ସମାରୋହ,ଫନୀ ମହାନ୍ତିଙ୍କୁ 'ପଣ୍ଡିତ ଗୋଦାବରୀଶ ସମ୍ମାନ'।`_*

*_`୬-ବଲାଙ୍ଗୀର,ବେଲପଡା: ବାଇକ୍ ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ।`_*

*_`୭-ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ,ପାଦ ଚିହ୍ନରୁ ଗଧିଆ କିମ୍ବା ବଣ ବିରାଡ଼ି କହିଲେ ସିଟି ଡିଏଫଓ।`_*

*_`୮-ମୟୁରଭଞ୍ଜ:ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ, ଏମକେସି ହାଇସ୍କୁଲ ଛକରେ ମାଡ଼ିବସିଲା GST ଟିମ।`_*

*_`୯-ସାଲେପୁର:ଦୀପାବଳି ପୂର୍ବରୁ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ।`_*

*_`୧୦-ଉମରକୋଟ:ପକୁଡ଼ି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି।`_*

*_`୧୧-ଭୁବନେଶ୍ୱର:ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୩ RI ଓ ଜଣେ PEO।`_*

*_`୧୨-ଖସି ପାରିବେନି ଲୁଟେରା; ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା।`_*

*_`୧୩-ବିବାଦରେ ଇସ୍କନ୍; ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି , ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା।`_*

*_`୧୪-ବାତ୍ୟାରେ ଜନ୍ମ ନେଲେ ୨୨୦୧ ଶିଶୁ; ପିତାମାତା କହିଲେ ନାମ ରଖିବୁନି ‘ଦାନା’`_*

*_`୧୫-ପୁନେ:୨ୟ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ସାଣ୍ଟନରଙ୍କୁ ୧୩ ଉଇକେଟ୍‌।`_*

*_`୧୬-ସମ୍ବଲପୁର:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ଟଙ୍କା ଜରିମାନା।`_*

*_`୧୭-SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଖରାପ ପାଗ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ଗସ୍ତ ସ୍ଥଗିତ।`_*

*_`୧୮-ଗ୍ରାହକଙ୍କ ପାଇଁ ଖୁସି ଖବର: ପୂର୍ବପରି କମିପାରେ ମୋବାଇଲ୍ ରିଚାର୍ଜ, ସରକାରଙ୍କ ପାଖରେ କିଛି ଦାବି କଲେ Jio, Airtel, Vi।`_*

*_`୧୯-ବଢ଼ିବ ଭାରତୀୟ ନୌସେନାର ଶକ୍ତି । ଡିସେମ୍ବରରେ ସାମିଲ ହେବ ନୂଆ ନ୍ୟୁକ୍ଲିୟର ସବମେରାଇନ।`_*

*_`୨୦-ପୃଥିବୀକୁ ଫେରିଲେ ୪ଜଣ ମହାକାଶଚାରୀ । ୨ ମାସ ବିଳମ୍ବରେ ମିଶନ ସଫଳ।`_*

*_`୨୧-ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ଆତ୍ମଘାତୀ ଆକ୍ରମଣ, ୮ ମୃତ।`_*

*_`୨୨-ମଧ୍ୟପ୍ରାଚ୍ୟରେ ବିଗୁଡୁଛି ସ୍ଥିତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଘନଉଛି ଯୁଦ୍ଧ ଆଶଂକା।`_*

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)