ଖବର ଆଜିର* ତାରିଖ ୨୬/୧୦/୨୪, ଶନିବାର

୧-'ଦାନା'କୁ ଚାପିଦେଲା ଦୁଇ ଗୁରୁଚାପ, ସ୍ଥଳ ଭାଗ ଛୁଇଁବା ପୂର୍ବରୁ ହୋଇଥିଲା ଦୁର୍ବଳ, ଆହୁରି ଶକ୍ତିହୀନ କରିଦେଲା ଲୁଣା ଜଙ୍ଗଲ।

୨-ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ।

୩-କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ।

୪-ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ, ଯାଇପାରିବେ ଶ୍ରୀମନ୍ଦିର ଓ କୋଣାର୍କ।

୫-ଘର ଭାଙ୍ଗିଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ଵ ମନ୍ତ୍ରୀ

୬-ଦାନା ଆଣିଲା ଥଣ୍ଡା ପାଗ,ମାସ ଶେଷ ଯାଏଁ ଜାରି ରହିବ କୋହଲା ପାଗ।

୭-ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍।

୮-ଶ୍ରୀମନ୍ଦିରରେ ବାତ୍ୟା ପ୍ରଭାବ,ରାତିରେ ସଅଳ ପହଡ଼,ଦିନରେ ବି ନିଦ୍ରା ଗଲେ ମହାପ୍ରଭୁ।

୯-ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୨ ମହିଳାଙ୍କ ମୃତ୍ୟୁ।

୧୦-ଆଠଗଡ,ଏକଡାଳ ଗ୍ରାମ:୧୧ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ସହ ଟ୍ରକ ଜବତ, ଚାଳକ ଗିରଫ।

୧୧-ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା,ଆଜି ବନ୍ଦ ରହିବ ସବୁ ସ୍କୁଲ।

୧୨-ଆଜିଠାରୁ ଓଡ଼ିଶା -ବରୋଦା ରଣଜୀ ମୁକାବିଲା।

୧୩-କେନ୍ଦ୍ରାପଡ଼ା:'ଦାନା' ମାଡ଼ରେ ୯ ବ୍ଲକ୍‌ର ୧୫୯୩ ଗାଁ ପ୍ରଭାବିତ, ୨୮ ହଜାର ହେକ୍ଟର ଜମି ଜଳମଗ୍ନ।

୧୪-ନିଳଗିରି:ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା, ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ପାଣି।

୧୫-କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ନିହତ।

୧୬-ଲଗାଣ ବର୍ଷା ଯୋଗୁଁ ପୁଣି ତିନିଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ, ୨୬ ରୁ ୨୮ ତାରିଖ ଯାଏ ବନ୍ଦ।

୧୭-ଝାରପଡ଼ା ଜେଲରେ ଆତଙ୍କ, ୱାର୍ଡର ଓ ଜେଲରଙ୍କୁ ଆକ୍ରମଣ କଲେ କଏଦୀ

୧୮-ଗ୍ରାଜୁଏସନ୍ କରିଥିଲେ ବ୍ୟାଙ୍କରେ ଅଫିସର୍ ଚାକିରି; ଓଡ଼ିଶାର UBIରେ ୧୦୦ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ।

୧୯-ବଢ଼ିଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା, ଏଣିକି ବିନା ଗ୍ୟାରେଣ୍ଟିରେ ନେଇପାରିବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ।

୨୦-ଭୁଶୁଡ଼ିଲା ଶେୟାର ବଜାର: ୧୦ ଲକ୍ଷ କୋଟି ହରାଇଲେ ନିବେଶକ।

୨୧-୨ୟ ଟେଷ୍ଟ: ଭାରତ ୧୫୬ରେ ଅଲଆଉଟ।

୨୨-ଡିଏପି ସାର ଅଭାବ ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କଲେ କେନ୍ଦ୍ର ସରକାର।

୨୩-୨୯ ସୁଦ୍ଧା ଡେପସାଙ୍ଗ, ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିବେ ଭାରତ ଓ ଚୀନ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024