ଖବର ଆଜିର ତାରିଖ: ୦୧/୧୦/୨୪,ମଙ୍ଗଳବାର

୧-ଭୁବନେଶ୍ୱର:ପିଏମ ଶ୍ରୀ ସ୍କୁଲ ପାଇଁ ୪୫୦ ବିଦ୍ୟାଳୟ ଅନୁମୋଦିତ, ଏଥିରେ ୨୪ ପ୍ରାଥମିକ,୩୬୮ ମାଧ୍ୟମିକ ଓ ୫୮ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି।

୨-ନୂଆ ଦିଲ୍ଲୀ:ଆସନ୍ତା ୫ ତାରିଖ ଶନିବାରେ ମିଳିବ ୧୮ ତମ ପିଏମ କିଷାନ-କିସ୍ତି।

୩-କାର୍ତ୍ତିକ ବ୍ରତ ପାଇଁ ପୁରୀରେ ନୂଆ ବ୍ୟବସ୍ଥା, ଅନଲାଇନ୍‌ରେ ଆବେଦନ କରିବେ ହବିଷ୍ୟାଳୀ।

୪-ଭୁବନେଶ୍ୱର:୪୭ ORS ଅଧିକାରୀଙ୍କ ହେଲା ବଦଳି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

୫-ଛତୁଆ ବଦଳରେ ମାଣ୍ଡିଆ; ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ- ଉପମୁଖ୍ୟମନ୍ତ୍ରୀ

୬-ରାଜନଗର:ପାନ ଦୋକାନୀଙ୍କୁ ମାଡ଼ ମାରିବା ଘଟଣା,ASI ନରେନ୍ଦ୍ର ସିଂହ ନିଲମ୍ବିତ ।

୭-ଖୋର୍ଦ୍ଧା ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ:ସ୍କୁଲରେ ଅଘଟଣ, ଛାତରୁ ସିଲିଂ ଖସି ଶିକ୍ଷକ ଓ ଛାତ୍ରୀ ଆହତ।

୮-ଭୁବନେଶ୍ୱର:୭୪୯.୯ ମେଗାୱାଟର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ, ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଅନୁମୋଦନ।

୯-ଭରତପୁର ଥାନା ବିବାଦର ନ୍ୟାୟିକ ତଦନ୍ତ ଆରମ୍ଭ; ଆଜିଠୁ ୨୧ ଦିନ ଯାଏଁ ସତ୍ୟପାଠ ଗ୍ରହଣ କରିବେ କମିଶନ।

୧୦-ବାରଙ୍ଗ:୧୨ ସନ୍ତାନ ଜନକ ୩୪ ବର୍ଷିୟ ସିମ୍ପାଞ୍ଜି 'ଜୁଲୁ' ଅସୁସ୍ଥ ।

୧୧-ମାଲକାନଗିରି:ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୧ ଟନ୍ କଇଁଛ ଜବତ, ୨ ଗିରଫ।

୧୨-ଭାଗବତ କଥା କହି ଦାୟିତ୍ୱ ନେଲେ ଟ୍ୱିନ୍ ସିଟି ସିପି ଦେବଦତ୍ତ ସିଂହ, କହିଲେ ଅପରାଧୀଙ୍କୁ ଛଡ଼ାଯିବନି।

୧୩-କଟକ:ରୋଗୀଙ୍କ ସଂପର୍କୀୟଙ୍କୁ ଭୁଲ ପ୍ଲେଟଲେଟ ଦେଇ ଦଲାଲ ଗିରଫ, ୫ ହଜାର ଟଙ୍କାରେ କରିଥିଲା ବିକ୍ରି।‌

୧୪-ଭୁବନେଶ୍ୱର:ବାପା ଠାରୁ ଭିନ୍ନେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର।

୧୫-ଠାକରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ:ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଛେଳି ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ।

୧୬-କଟକ:ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ବିତର୍କରେ ସାମିଲ ହେଲା ପୂଜା କମିଟି

୧୭-ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଏହି ସମ୍ମାନ।

୧୮-ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ୩୪୫ ଟଙ୍କାରେ ୬୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ଡାଟା ଅଫର୍‌ ରହିଛି।

୧୯-ନୂଆ ଦିଲ୍ଲୀ: ପୁଞ୍ଜି ବଜାର ଧରାଶାୟୀ, ନିବେଶକ ହରାଇଲେ ୪ ଲକ୍ଷ କୋଟି ।

୨୦-ବେଙ୍ଗାଳୁରୁ:ଇଡି କେସ୍ ପରେ ବ୍ୟାକଫୁଟ୍‌ରେ ସିଦ୍ଧରମୈୟା, ପତ୍ନୀ ପ୍ଲଟ୍ ଛାଡ଼ିବାକୁ ପ୍ରସ୍ତୁତ।

୨୧-ତିରୁପତି ଲଡୁ ବିବାଦ: ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖାଯାଉ, କହିଲେ ସୁପ୍ରିମକୋର୍ଟ।

୨୨-‘ଇରାନବାସୀ ଶୀଘ୍ର ସ୍ୱାଧୀନତା ପାଇବେ, ଇସ୍ରାଏଲ୍ ତାଙ୍କ ସହ ଅଛି’, ବେଞ୍ଜାମିନ ନେତାନ୍ୟାହୁଙ୍କ କଡ଼ା ସନ୍ଦେଶ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024