ସଂକ୍ଷେପରେ ମୁଖ୍ୟ ଖବର ୨୯.୦୯.୨୦୨୪


*_୧- ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ନଗସପୁର ଜୟନ୍ତୀ ଦେବୀ ସ୍କୁଲ ପରିସରରେ ପାଳିତ ହୋଇଯାଇଛି l_*

*_୨- ଜଳେଶ୍ୱର ତୀର୍ଥଯାତ୍ରୀ ବସ୍ ୨୦ ଫୁଟ ତଳକୁ ଖସି ୪ ମୃତ_*

*_୩- ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ_*

*_୪- ରାଉରକେଲା ଗଣ ଦୁଷ୍କର୍ମ ଘଟଣାରେ ୬ ଗିରଫ_*

*_୫- ପୋଲିସ କୁ ମୁଖ୍ୟାନ୍ତ୍ରୀଙ୍କ କଡା ନିର୍ଦ୍ଧେଶ ବଡ ବଡିଆଙ୍କୁ ବି ଛାଡନି_*

*_୬- ଭଦ୍ରକ ରେ ପୋଲିସ କୁ ଆକ୍ରମଣ ଘଟଣା ୭ ଅଭିଯୁକ୍ତ କୋର୍ଟ ଚାଲାଣ_*

*_୭- ଆଜି ଠୁଁ ସ୍ବାସ୍ଥ୍ୟ ସେବା ସ୍ଵାଭାବିକ_*

*_୮- ସୁନ୍ଦରଗଡ ବାଲିଶଙ୍କର ଟ୍ରକ୍ ଧକ୍କାରେ ୨ ହକି ଖେଳାଳିଙ୍କ ମୃତ୍ୟୁ_*

*_୯- କୌଣସି ସ୍ତରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ_*

*_୧୦- ଭୁବନେଶ୍ୱର ପ୍ରବୋଧ ମହାନ୍ତି ୟୁସି_*
*_ସିଆଇ ର ନୁଆ ସଭାପତି_*

*_୧୧- ନିଶ୍ଚିନ୍ତକୋଇଲି ମୁକୁନ୍ଦପୁର ଗ୍ରାମର ଆରତୀ ଙ୍କ ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା ପ୍ରଶାସନର ଅବହେଳା ଯୋଗୁଁ ୨୪ ଘଣ୍ଟାପରେ ଶବ ବ୍ୟବଚ୍ଛେଦ ପାଇଁ ଗଲା_*

*_୧୨- ଆଠଗଡ଼ ବଜାର କମିଟିର ଅଭିଯୋଗ ପରେ ନିଶାସକ୍ତ ଯୁବକ ଗିରଫ_*

*_୧୩- ପତିତପାବନ ଙ୍କୁ ଦର୍ଶନ କଲେ ଆମେରିକା ରାଷ୍ଟ୍ରଦୂତ_*

*_୧୪- ହୀରାକୁଦ ରେ ୧୦ ଟି ଗେଟ୍ ଖୋଲିଲା_*

*_୧୫- ସାଲେପୁର ରେ ଜୟନ୍ତୀ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ_*

*_୧୬- ନୂଆଦିଲ୍ଲୀ ୪ ଝିଅକୁ ବିଷ ଖୁଆଇ ବାପାର ଆତ୍ମ_*

*_୧୭- ଚାଉଳ ରପ୍ତାନି ଉପରୁ କଟକଣା ହଟିଲା_*

*_୧୮- ଚେନ୍ନାଇ ତାମିଲନାଡ଼ୁ ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ଅଗ୍ନିକାଣ୍ଡ_*

*_୧୯- ପରାଜୟ ଦ୍ଵାରରେ ନିୟୁଜଲାଣ୍ଡ_*

*_୨୦- ରାଜ୍ୟ ବାଳିକା ହକି ଆରମ୍ଭ_*

*_୨୧- ଓଡ଼ିଶା ଯୁବା କ୍ରିକେଟ ଦଳର ନାଗପୁର ଯାତ୍ରା_*

*_୨୨- ଖେଲୋ ଇଣ୍ଡିଆ ସନ୍ତରଣ ରେ ଓଡ଼ିଶାକୁ ୭ ସ୍ଵର୍ଣ୍ଣ ପଦକ_*

*_୨୩-ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ।_*

*_୨୪- ୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା।_*

*_୨୦ ନମ୍ବର ବିଶିଷ୍ଟ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ_*

*_୨୫-ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିଲା ମୋହର। କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା_*

*_୨୬--ପାଟଣାଗଡ଼:ରେଳ ଲାଇନ୍ ଦାବିରେ ରେଳରୋକ, ପାଟଣାଗଡ଼ ବନ୍ଦ।_*

*_୨୭-ସେପ୍ଟେମ୍ବର ୩୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।_*

*_୨୮-ସୁନ୍ଦରଗଡ:ସଡ଼କ ଦୁର୍ଘଟଣାରେ ୨ ହକି ଖେଳାଳୀ ମୃତ,ମୃତକ ୨ ହକି ଖେଳାଳୀ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ଜଣାପଡ଼ିଛି।_*

*_୨୯-ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ; ‘ରାତି ୨ଟାରେ ଆସିଲେ ବି ଅଭିଯୋଗ ରଖ’।_*

*_୩୦-ବଢ଼ିବ ପୋଲିସର ବଳ, ପ୍ରତି ଥାନା କର୍ମଚାରୀଙ୍କୁ ଦିଆଯିବ ବାଇକ୍।୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି।_*

*_୩୧-ଅଶାନ୍ତ ଭଦ୍ରକ; ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ୧୬୩ ଧାରା ଜାରି।_*

*_୩୨-ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ,_*
*_ତରଳ ଲୁହା ପଡ଼ି ୫ଜଣ ଗୁରୁତର ସୂଚନା।_*

*_୩୩-ବାଂଶପାଳ:ଗାଁ ନିକଟରେ ୩୦ ଟିକିଆ ହାତୀପଲ, ଲୋକେ ଛାନିଆ।_*

*_୩୪-ବରଗଡ଼ରେ ଜଘନ୍ୟ ହତ୍ୟା କାଣ୍ଡ, ଯୁବକଙ୍କୁ ଟାଙ୍ଗିଆରେ ହାଣିଲା ପଡ଼ୋଶୀ।_*

*_୩୫-ଭଦ୍ରକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ସୋସିଆଲ ମିଡିଆରେ କରିଥିଲା ବିଭ୍ରାନ୍ତିକର ପୋଷ୍ଟ।_*

*_୩୬-ଭରତପୁର ଥାନା ଘଟଣା; ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌।_*

*_୩୭-ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।_*

*_୩୮-ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା_*

*_୩୯-କଟକ:ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର; ପାଖେଇଲାଣି ପୂଜା, ଆରମ୍ଭ ହେଉନି ରାସ୍ତା ମରାମତି।_*

*_୪୦-ସେପ୍ଟେମ୍ୱର ୧ରୁ ୩୦ ତାରିଖ ଯାଏଁ ପୋଷଣ ମାସ ପାଳନ: ମହିଳା ଓ ଶିଶୁ ବିକାଶ_*

*_୪୧-କଟକ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ ଟିଟି: କିସ୍,ଖ୍ରୀଷ୍ଟ ଚମ୍ପିୟାନ।_*

*_୪୨--ଭାରତ-ବାଂଲାଦେଶ ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବର୍ଷା ଯୋଗୁ ବାତିଲ।_*

*_୪୩-IPLର ପୂରା ସିଜିନ୍ ଖେଳିଲେ ଭାରତୀୟ ଖେଳାଳିଙ୍କୁ ମିଳିବ ଅତିରିକ୍ତ ୧.୦୫ କୋଟି ଟଙ୍କା, ଜୟ ଶାହଙ୍କ ଘୋଷଣା।_*

*_୪୪-ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ, ନସରଲ୍ଲା ମୃତ୍ୟୁ ନେଇ ସ୍ପଷ୍ଟ କଲା ଇସ୍ରାଏଲ ପ୍ରତିରକ୍ଷା ବାହିନୀ।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024