୧-ଭୁବନେଶ୍ଵର:ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ। ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ମୟୂରଭଞ୍ଜରେ କରିବେ ପ୍ରକଳ୍ପର ବର୍ଷା, ଫୋକସରେ ଜନଜାତି ଅଞ୍ଚଳ। ୩-ଭୁବନେଶ୍ୱର:ପାଣି ନେଉଛି ପ୍ରାଣ; ୬ ବର୍ଷରେ ଗଲାଣି ୯ ହଜାରରୁ ଅଧିକ ଜୀବନ, ମୃତ୍ୟୁ ରୋକିବାକୁ ମାଷ୍ଟରପ୍ଲାନ୍, ପିଲାଙ୍କୁ ଦିଆଯିବ ପହଁରା ତାଲିମ। ୪-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ। ୫-ଖୋର୍ଦ୍ଧା,କଟକ ଓ କେନ୍ଦ୍ରାପଡାରେ ସକାଳୁଆ ସ୍କୁଲ, ପୁରୀରେ ୨୨ ଯାଏଁ ଛୁଟି। ୬-ଭୁବନେଶ୍ୱର:RI,ICDS ପରୀକ୍ଷା ୨୮ରେ ,୨୪ରେ ମିଳିବ ସଂଶୋଧିତ ପ୍ରବେଶ ପତ୍ର। ୭-କେନ୍ଦ୍ରାପଡ଼ା: ଶିକ୍ଷା ବିଭାଗର ୧୯ କିରାଣୀଙ୍କର ହେଲା ଅଦଳବଦଳ। ୮-ହସ୍ପିଟାଲରୁ ଡିସଚାର୍ଜ ହେଲେ ସରପଞ୍ଚ ଚାମେଲି ଓଝା, ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ କହିଲେ। ୯-ଚାମେଲି ଓଝା ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି। ୧୦-ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା, IPS ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ। ୧୧-ଝାରସୁଗୁଡ଼ା:ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍, ବିପୁଳ ପର...
Comments
Post a Comment