ଖବର ଆଜିର ତାରିଖ:୨୬/୧୨/୨୪, ଗୁରୁବାର



୧-ଭୁବନେଶ୍ୱର:ପୈ।ଷରେ ଶ୍ରାବଣର ଭ୍ରମ,ଭିଜାଇଲା ଥରାଇଲା, ସଂଧ୍ୟା ସୁଦ୍ଧା ହେଲା ୧୮.୮ମିମି ବର୍ଷା।

୨-ନବୀନ ଓ ନିତିଶଙ୍କୁ ଭାରତରତ୍ନ ଦିଆଯାଉ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

୩-‘ସୁଭଦ୍ରା’କୁ ନେଇ ବଡ ଖବର; ମାର୍ଚ୍ଚରେ କୋଟିଏ ହିତାଧିକାରୀଙ୍କୁ ମିଳିବ ୨ୟ କିସ୍ତି।

୪-ବର୍ଷାରେ ଭିଜୁଛି ସାରା ରାଜ୍ୟ; ଏପଟେ ୪୬ ବର୍ଷ ପରେ ଡିସେମ୍ବରରେ ରେକର୍ଡ ବର୍ଷା।

୫-ସବୁ ପ୍ରାଥମିକ ସମବାୟ ସମିତିର ଖାତା ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୬-ଅମର୍ଦାରୋଡ: ପ୍ରଜା କୋର୍ଟରେ ଯୁବକକୁ ହତ୍ୟା ଘଟଣା, କର୍ତ୍ତବ୍ୟରେ ଅବହେଳା ପାଇଁ ଫାଣ୍ଡି ଅଧିକାରୀ ନିଲମ୍ବିତ।

୭-ପୁରୀ:ସୁଦର୍ଶନ ପଟ୍ଟନାୟକଙ୍କ ସର୍ବବୃହତ୍ ବାଲୁକା ମୂର୍ତ୍ତି ପାଇଁ ଗିନିଜ ବୁକ ଅଫ୍ ୱାର୍ଚ୍ଚ ରେକର୍ଡ

୮-ବାରଙ୍ଗ:ଗତକାଲି ବଡଦିନରେ ନନ୍ଦନକାନନ ବୁଲିଲେ ୧୫୬୦୧ ପର୍ଯ୍ୟଟକ।

୯-ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ; କହିଲେ, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି।

୧୦-ନୂଆ ବର୍ଷରୁ ନୂଆ ସର୍ଭେ; ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ,ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଖୋଲି ଜାନୁଆରିରୁ ଆରମ୍ଭ ହେବ ଚାଷୀଙ୍କ ପଞ୍ଜିକରଣ।

୧୧-ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ,୯୦୦ ଅଧିକ ପଦବୀ ପୂରଣ ହେବ, ଅନଲାଇନ୍ ଆବେଦନ କରନ୍ତୁ:OPRB

୧୨-ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ, କଟକ ଲାଲବାଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ।

୧୩-୨୮ରେ ସମ୍ବଲପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

୧୪-ଭୁବନେଶ୍ୱର: କମିଶନରେଟ୍ ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ, ୫ ବନ୍ଧୁକ ବେପାରୀ ସମେତ ୧୪ ଗିରଫ।

୧୫-ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଥାନା ଓ ଫାଣ୍ଡିରେ ସିସିଟିଭି କାମ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୧୬-ପଞ୍ଚଦଶ ଅର୍ଥ ଆୟୋଗ(ଏକ୍ସଭି ଏଫସି) ଅନୁଦାନ ରାଶିରେ ଓଡ଼ିଶାକୁ ମିଳିଲା ୪୫୫ କୋଟିର ଅନୁଦାନ।

୧୭-ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ।

୧୮-ସବୁଠୁ ଅଧିକ ଷ୍ଟାର୍ଟଅପ୍ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି । 

୧୯-ନୂଆ ଦିଲ୍ଲୀ:୧୦,୦୦୦ ନବଗଠିତ ଏମ-ପ୍ୟାକ୍ସ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଉଦଘାଟନ କଲେ ଶାହ।

୨୦-ପୁଷ୍ପା-୨ ଦଳାଚକଟା: ମୃତାଙ୍କ ପୁଅକୁ ୨ କୋଟି ଦେବେ ଅଲ୍ଲୁ ଅର୍ଜୁନ ଓ ଚଳଚ୍ଚିତ୍ରର ପ୍ରଡକ୍ସନ ଟିମ।

୨୧-ଖ୍ରୀଷ୍ଟମାସରେ ରୁଷର, ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ, ୭୦ କ୍ଷେପଣାସ୍ତ୍ର ଓ ୧୦୦ ଡ୍ରୋନ ମାଡ଼।

୨୨-କାଜାଖସ୍ତାନ:ଜରୁରୀ ଅବତରଣ ବେଳେ ଖସିପଡ଼ିଲା ବିମାନ, ୪୨ ମୃତ।

୨୩-ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ ନେଇ ତାତିଲା ତାଲିବାନ: କହିଲା, ଆମେ ପାକ୍‌କୁ ଛାଡ଼ିବୁନି।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024