ଖବର ଆଜିର* ତାରିଖ:୨୫/୧୨/୨୪, ବୁଧବାର


୧-ବଦଳିଲେ ଓଡ଼ିଶାର ରାଜ୍ୟପାଳ, ଡ. ହରିବାବୁ କମ୍ଭମପତି ହେଲେ ଓଡ଼ିଶା ନୂଆ ରାଜ୍ୟପାଳ।

୨-ଭୁବନେଶ୍ୱର:ଆର ସନ୍ଥନ ଗୋପାଳନ ରାଜ୍ଯ ମୁଖ୍ଯ ନିର୍ବାଚନ ଆୟୁକ୍ତ ନିଯୁକ୍ତ।

୩-ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦାବି କଲା ଓଡ଼ିଶା କିଷାନ କଂଗ୍ରେସ।

୪-ଶ୍ରୀମନ୍ଦିରରେ ଭିତରକାଠ ଦର୍ଶନ ବନ୍ଦ ହେବନି, ୨୭ରେ ପରୀକ୍ଷାମୂଳକ ଧାଡ଼ି ଦର୍ଶନ ସଫଳ ହେଲେ ନୂଆବର୍ଷରୁ କାର୍ଯ୍ୟକାରୀ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 

୫-କଟକର ବେଲ୍ ଭ୍ୟୁ ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୬-ଧାନର ଏଫଏକ୍ୟୁ ମାନ କମ୍‌ ଥିଲେ ବି କିଣିବେ ସରକାର, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,କହିଲେ ସମସ୍ତ ଚାଷୀଙ୍କ ଧାନ କିଣାଯିବ,ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୭-ରାଉରକେଲା:ରଘୁନାଥପାଲି ଥାନା ଅଞ୍ଚଳରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା ।

୮-ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

୯-ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ, ଆଜିଠୁଆରମ୍ଭ ହେବ ବନ୍ଧ୍ୟାକରଣ : ମେୟର ସୁଲୋଚନା ଦାସ

୧୦-ମହାକାଳପଡ଼ା:ବେଆଇନ ଭାବେ ମାଛ ଧରୁଥିବା ବେଳେ ବୋଟ ସହ ୧୭ ମତ୍ସ୍ୟଜୀବୀ ଗିରଫ, ୧୫ କ୍ୱିଣ୍ଟାଲ ମାଛ ଜବତ।

୧୧-ରାସ୍ତାରୁ ହଟିବେ ଉଠା ଦେକାନୀ, ବିନା ରେଜିଷ୍ଟ୍ରେସନରେ କରିପାରିବେନି ଦୋକାନ: ମେୟର

୧୨-ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଥିଲେ; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା।

୧୩-କୋରାପୁଟ ବୋରିଗୁମ୍ମାରେ ଅଘଟଣ: କୁନି ଝିଅକୁ ଝୁଣି ମାରିଦେଲେ ବୁଲା କୁକୁର।

୧୪-ରାୟପୁର:କୁଖ୍ୟାତ ମାଓ ନେତା ପ୍ରଭାକର ରାଓ ଗିରଫ, ତା ନାଁରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।

୧୫-ସୋସିଆଲ ମିଡ଼ିଆ:ଭାଗ୍ୟ ସହ ବିଧାତାର ଖେଳ; କର୍କଟ ଆକ୍ରାନ୍ତ ସ୍ବାମୀ ପାଇଁ ଲଢ଼େଇ କରି ହାରିଗଲେ ପତ୍ନୀ ଶ୍ରୀଜାନା।

୧୬-ଜମ୍ମୁ-କାଶ୍ମୀରରେ ବଡ଼ ଦୁର୍ଘଟଣା, ୩୦୦ ଫୁଟ୍ ଗଭୀର ଖାତକୁ ଖସିଲା ସେନାର ଟ୍ରକ, ୫ ଯବାନ ମୃତ

୧୭-ଶ୍ରେଷ୍ଠ ଜାତୀୟ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଏମ୍ ରଘୁ ଓ ଦେବିକା।

୧୮-ଦୋହା:ଭାରୋତ୍ତୋଳନରେ ୨ କାଂସ୍ୟ ପଦକ ଜିତିଲେ ପର୍ବ ଚୌଧୁରୀ।

୧୯-ସନ୍ଧ୍ୟା ଥିଏଟର ଦଙ୍ଗା ମାମଲା – ପୁଲିସ ନିକଟରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ।

୨୦-ମହିଳା କ୍ରିକେଟ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଦିନିକିଆରେ ୧୧୫ ରନରେ ସିରିଜ୍ ଜିତିଲା ଭାରତ।

୨୧-ବଦଳିଲେ ୫ ରାଜ୍ୟର ରାଜ୍ୟପାଳ: ଆରିଫ ମହମ୍ମଦ ଖାନ୍‌ଙ୍କୁ ବିହାର ଦାୟିତ୍ୱ।

୨୨-ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫-ଫେବୃଆରୀ ୨୩ରେ ଦୁବାଇରେ ହେବ ଭାରତ ପାକିସ୍ତାନ ମ୍ୟାଚ।

୨୩-ଆଫଗାନିସ୍ତାନେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ଗୁଳିମାଡ଼: ୨ ଆହତ

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024