ଖବର ଆଜିର ତାରିଖ:୧୬/୧୨/୨୪, ସୋମବାର


୧-ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଅକ୍ଟୋବର ୨୮ରେ ପଞ୍ଜିକରଣ କରିଥିବା ଆବେଦନକାରୀମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

୨-ଆହୁରି ୪୮ ଘଣ୍ଟା ଶୀତ ଲହରୀ, ୧୭ରୁ ବଦଳିବ ପାଣିପାଗ; କଲାହାଣ୍ଡି,ବଲାଙ୍ଗୀର, ସୁନ୍ଦରଗଡ ଓ କନ୍ଧମାଳରେ କୁହୁଡ଼ି ସମ୍ଭାବନା।

୩-ଢ଼େଙ୍କାନାଳରେ ହେବ ଓଡ଼ିଶାର ପ୍ରଥମ ସୋଲାର ଏନର୍ଜି କାରଖାନା: ଭୂମି ପୂଜନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

୪-ସାଲେପୁର,ରାଇସୁଙ୍ଗୁଡା: ଭୁଷୁଡିଲା ଯାତ୍ରା ପାର୍ଟି ତୋରଣ,ଚାପି ହୋଇ ୩୦ ଆହତ।

୫-ଖଣ୍ଡଗିରି: ହୋଟେଲ ଛାତରୁ ଡେଇଁ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ।

୬-ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା।

୬-ଓଡ଼ିଶାରେ ପଶି ପାରିବନି ବାହାର ରାଜ୍ୟର ଧାନ ଗାଡ଼ି, ୯ଟି ଜିଲ୍ଲାରେ ସତର୍କ ଦୃଷ୍ଟି ରଖିଛି ୪୦ଟି ଏନଫୋର୍ସମେଣ୍ଟ ଟିମ୍।

୮-ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ । ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ।ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । 

୯-ଭୁବନେଶ୍ୱର:ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର।

୧୦-ଯାଜପୁର ବିରଜା ପରିକ୍ରମା ପ୍ରକଳ୍ପ ନିକଟରେ ଖୋଲିଲା ବିରଜା ଅଗ୍ନେଶ୍ଵର ହାଟ।

୧୧-କରୋନାରେ ପ୍ରାଣ ହରାଇଥିବା କନେଷ୍ଟବଳଙ୍କ ପତ୍ନୀଙ୍କୁ ୬ମାସ ଭିତରେ ଦିଅ ଅନୁକମ୍ପାମୂଳକ ରାଶି: ହାଇକୋର୍ଟ।

୧୨-ଫେବୃୟାରୀ ୨୦ରୁ ୨୩ ଯାଏଁ କଟକରେ ହେବ କବାଡ଼ି ମହାକୁମ୍ଭ, ଉନ୍ମୋଚିତ ହେଲା ଥିମ୍ ସଙ୍ଗ୍।

୧୩-ପୁରୀ:୭ ଆନ୍ତଃରାଜ୍ୟ ଲୁଟେରା ଗିରଫ, ଶ୍ରୀମନ୍ଦିରରେ ଭକ୍ତଙ୍କୁ କରୁଥିଲେ ଟାର୍ଗେଟ।

୧୪-ସୋର:ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଅଟୋ ଡ୍ରାଇଭର ମୃତ, ୬ ଯାତ୍ରୀ ଆହତ।

୧୫-ଯାଜପୁର, ବ୍ୟାସନଗର:ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ, ୫ ଲକ୍ଷ ଟଙ୍କାର ବସ୍ତ୍ର ପୋଡି ନଷ୍ଟ।

୧୬-କଟକ:ମାଞ୍ଜା ସୂତା ବିକ୍ରି କିମ୍ବା ଗୁଡ଼ି ଉଡ଼ାଇଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ।

୧୭-କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ସ୍ଵାମୀ ଗୁଜରାଟରୁ ଗିରଫ।ଏକ ଟେଲର ଷ୍ଟିକରରୁ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଛି ପୁଲିସ।

୧୮-ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ଗୁଜବ । ପରିବାର ଲୋକ କହିଲେ ହସ୍ପିଟାଲରେ ଚାଲିଛି ଚିକିତ୍ସା।

୧୯-ମୁମ୍ବାଇ:ପ୍ରଥମ ମହିଳା T20 ରେ ଓ୍ବେଷ୍ଟଇଣ୍ଡିଜ୍ କୁ ହରାଇଲା ଭାରତ।

୨୦-ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ।ନିଜର ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ଆନ୍ଥୋନୀ ୟାଟିଲଙ୍କୁ ବିବାହ କରିଛନ୍ତି କୀର୍ତ୍ତି।

୨୧-ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା,ପତ୍ନୀ ନିକିତା ଗିରଫ,ନିକିତାଙ୍କ ମାଆ ଓ ଭାଇ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ।

୨୨-ମହାରାଷ୍ଟ୍ରରେ ଫଡନାଭିସ ସରକାରଙ୍କ ନୂଆ ଟିମ । ୩୯ ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ।

୨୩-୩ୟ ଟେଷ୍ଟ: ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ବିସ୍ଫୋରକ ଶତକ, ୨ୟ ଦିନ ଖେଳସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ସଂଗ୍ରହ କରିଛି ୪୦୫ ରନ୍।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024