ତାରିଖ:୧୫/୧୨/୨୪, ରବିବାର



 
*_`୧-ଦୁଇ IITର ଉଦବେଗଜନକ ରିପୋର୍ଟ: କେନ୍ଦ୍ରାପଡା ଅତି ପ୍ରବଳ ବନ୍ୟା -ମରୁଡି ପ୍ରବଣ ଜିଲ୍ଲା।`_*

*_`୨-ଆସନ୍ତାକାଲି ଲୋକସଭାରେ ଆଗତ ହେବ 'ଏକ ଦେଶ, ଏକ ନିର୍ବାଚନ' ବିଧେୟକ।`_*

*_`୩-ମାଲକାନଗିରିରେ ୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।`_*

*_`୪-ଖସୁଛି ପାରଦ,ସାରା ରାଜ୍ୟରେ ପ୍ରବଳ ଶୀତ, ୨୦ରୁ ଅଧିକ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।`_*

*_`୫-ଭୁବନେଶ୍ୱର:୨୬ ସଫଳ ଚାଷୀଙ୍କୁ ମିଳିଲା କୃଷକ ରତ୍ନ ସମ୍ମାନ, ଜୈବିକ ପଦ୍ଧତିରେ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।`_*

*_`୬-ବଲାଙ୍ଗୀର:ମରଣ ମୁହଁରୁ ଫେରି ପୋଲିସ ସ୍ୱାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କନେଷ୍ଟବଳ ପତ୍ନୀ, ନିଜ ସାଙ୍ଗ ସହ ମିଶି କରୁଥିଲେ ହତ୍ୟା ଉଦ୍ୟମ!`_*

*_`୭-ଆଳୁ ଦର ଅହେତୁକ ବୃଦ୍ଧି ଭିତରେ ଖାଉଟିଙ୍କ ପାଇଁ ଆସିଲା ଖୁସି ଖବର; ସରକାରୀ କଂଟ୍ରୋଲରେ ୩୦ ଟଙ୍କାରେ ମିଳୁଛି କେଜିଏ ଆଳୁ।`_*

*_`୮-କଟକ ବାଲିକୁଦା ଅଞ୍ଚଳରେ ସିରିଜ କାର ଦୁର୍ଘଟଣା,୫ଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ`_*

*_`୯-ସାଲେପୁର, ନାଳିଆ ମୁହଁ ଛକ:ବାଇକ୍‌କୁ ଧକ୍କା ଦେଇ ୧୦୦ମିଟର ଘୋଷାଡ଼ି ନେଲା ବସ୍, ଦୁଇ ଗୁରୁତର।`_*

*_`୧୦-କଟକ ମଧୁପାଟଣା ଛକ ନିକଟରେ`_*
*_`ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର।`_*

*_`୧୧-ମୟୂରଭଞ୍ଜ:ବିଚାରପତିଙ୍କ ଜାଲ ଦସ୍ତଖତ କରି ଲୁଟିନେଲେ ମୃତ ଯବାନଙ୍କ ପେନସନ୍ ଟଙ୍କା, ୫ ଗିରଫ।`_*

*_`୧୨-ପାହାଳ:ରାଜଧାନୀରେ ପୁଣି ମାତିଲେ ଲୁଟେରା, ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟ।`_*

*_`୧୩-ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା, IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇର ଜେରା।`_*

*_`୧୪-ଝାରସୁଗୁଡା:ମଶା ତେଲ ଦୁର୍ନୀତି ମାମଲା,୬୧ ଲକ୍ଷ ୪୪ ହଜାର ୬ଶହ ଟଙ୍କାର ହେରଫେର ଅଭିଯୋଗ, ୪ ଗିରଫ।`_*

*_`୧୫-କିଟ୍‍ ବିଶ୍ୱବିଦ୍ୟାଳୟରେ ପଞ୍ଚମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ପ୍ରଥମ ଦିନରେ ପ୍ରଦର୍ଶିତ ହେଲା ୧୭ଟି ଭାଷାର ଚଳଚିତ୍ର।`_*

*_`୧୬-ନୂଆ ଦିଲ୍ଲୀ:ପି.ଭି.ସିନ୍ଧୁଙ୍କର ହେଲା ନିର୍ବନ୍ଧ, ୨୨ ଡିସେମ୍ବରରେ କରିବେ ବିବାହ।`_*

*_`୧୭-ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନ । ଶ୍ବଶୁରଘର ଲୋକ ଫେରାର..।`_*

*_`୧୮-ଯାହା ବି କିଛି ହେଲା, ସେଥିପାଇଁ ‘ସରି’...ମୁଁ ଆଇନକୁ ସମ୍ମାନ କରୁଛି । ଜେଲରୁ ବାହାରିବା ପରେ ଏମିତି କହିଲେ ‘ପୁଷ୍ପାରାଜ୍’ ଅଲ୍ଲୁ ଅର୍ଜୁନ୍।`_*

*_`୧୯-ଉତ୍ତରପ୍ରଦେଶ:ମହାକୁମ୍ଭ ପାଇଁ ଆସିବେ ୪୦ କୋଟି ଶ୍ରଦ୍ଧାଳୁ, ଭବ୍ୟ-ଦିବ୍ୟ ଓ ଡିଜିଟାଲ୍ କରିବାକୁ ଲାଗିଛି ସରକାରଙ୍କ ଜୀ-ଜାନ୍।`_*

*_`୨୯-ପୁଣି ଶମ୍ଭୁସୀମାରେ ଗର୍ଜିବା ଆରମ୍ଭ କରିଛନ୍ତି ଚାଷୀ । ୧୬ରେ ଟ୍ରାକ୍ଟର ରାଲି ଓ ୧୭ରେ ରେଳ ରୋକ କରିବାକୁ ଘୋଷଣା।`_*

*_`୨୧-ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା । ରାଷ୍ଟ୍ରପତି ପଦରୁ ବିଦା ହେଲେ ରାଷ୍ଟ୍ରପତି ୟୁ-ସୁକ-ୟୋଓଲ।`_*

*_`୨୨-ବର୍ଷା ଧୋଇଦେଲା ବ୍ରିସବେନ ଟେଷ୍ଟର ପ୍ରଥମ ମ୍ୟାଚ୍ । ୧୩ଓଭର ଖେଳି ଅଷ୍ଟ୍ରେଲିଆର ୨୮ରନ।`_*

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024