ଖବର ଆଜିର ତାରିଖ:୧୪/୧୨/୨୪, ଶନିବାର


୧-ବିଜେପି ସରକାରକୁ ପୂରିଲା ୬ ମାସ, ମିଳି ପାରିଲା ନାହିଁ ଚିଟ୍ ଫଣ୍ଡ ଅର୍ଥ।

୨-ଜାଡରେ ଜଡସଡ ସାରା ଓଡ଼ିଶା, ୮.୧ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର।

୩-ଜଷ୍ଟିସ ବେଲା ଏମ୍‌‌.ତ୍ରିବେଦୀ ହେଲେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ।

୪-ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହଲେ ସୁଜିତ୍ କୁମାର, ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍।

୫-ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ।

୬-ଆଳି:ଭତ୍ତା କେଳେଙ୍କାରୀ, ୬୫ଜଣଙ୍କ ନାମରେ ଏତଲା ଦେଲେ ବିଡ଼ିଓ।

୭-୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ: ରାତି ୨ଟାରୁ ଦ୍ୱାର ଫିଟା, ଦିନ ୧୨ଟା ୩୦ ପରେ କାମ ଆରମ୍ଭ।

୮-ଆଠଗଡ଼,ଜାଗିଆପଡା ଗ୍ରାମ:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ,ଘଟଣାର ତଦନ୍ତ ଜାରି।
 
୯-କେନ୍ଦୁଝର:ବୈତରଣୀ ନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର ଆହତ।

୧୦-ରାଜ୍ୟରେ ଆଉ ଖୋଲିବ ୭ ନର୍ସିଂ କଲେଜ; ୧୪ରେ ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରତି କଲେଜ ପାଇଁ ୧୦ କୋଟି।

୧୧-ଝାରସୁଗୁଡା:ମଶା ତେଲ କିଣା ଦୁର୍ନୀତି ମାମଲା,୪ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ।

୧୨-ରେଢାଖୋଲ:ଠାକୁରଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ: ମା ଭୈରବୀ ଓ ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ।

୧୩-କିଟ୍‍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ପଞ୍ଚମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ।

୧୪-ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ହେବ ପ୍ଲାନେଟୋରିୟମ।

୧୫-ସୁନ୍ଦରଗଡ:ଗର୍ଭବତୀଙ୍କୁ ଗୁଳି ଘଟଣାରେ ନୂଆ ମୋଡ଼, ସ୍ୱାମୀ ଓ ପୁଲିସ କର୍ମଚାରୀ ସହ ୪ ଅଟକ।

୧୬-ଆଳୁ ସହ ଟେନସନ ବଢ଼ାଇଲାଣି ଅଣ୍ଡା ଦର: ଗୋଟାକୁ ଟପିଲାଣି ୮ଟଙ୍କା।

୧୭-ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ।

୧୮-ଦେଶରେ ଗଡୁଛି ଲକ୍ଷାଧିକ ପୁରୁଷ ନିର୍ଯାତନା ମାମଲା,ପିଆଇଏଲ୍ ରେ ସୁପ୍ରିମକୋର୍ଟକୁ ହସ୍ତକ୍ଷେପ ଲାଗି ନିବେଦନ।

୧୯-ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ, ତେଲଙ୍ଗାନା ହାଇକୋର୍ଟ ଦେଲେ ଜାମିନ।

୨୦-ସର୍ବକନିଷ୍ଠ ବିଶ୍ଵ ଚେସ ଚାମ୍ପିଅନ ଡି. ଗୁକେଶଙ୍କୁ ୫ କୋଟି ପୁରସ୍କାର ଘୋଷଣା କଲେ ତାମିଲନାଡୁ ସରକାର।

୨୧-ରେଣୁକାସ୍ଵାମୀ ହତ୍ୟା ମାମଲାରେ କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଜାମିନ ଦେଲେ କର୍ଣ୍ଣାଟକ ହାଇକୋର୍ଟ।

୨୨-ନୂଆ ଦିଲ୍ଲୀ:IAF ଫାଇଟର ସ୍କ୍ୱାଡ୍ରନରେ ସାମିଲ ହେବେ ଆଉ ୧୨ ସୁଖୋଇ-୩୦, ଡିଲ ଫାଇନାଲ।

୨୩-ମୁଣ୍ଡ ନୁଆଁଇଲା PCB,ହାଇବ୍ରିଡ୍ ମଡେଲରେ ହେବ ଚମ୍ପିୟାନସ୍ ଟ୍ରଫି କ୍ରିକେଟ, ପାକିସ୍ତାନ ଯିବନି ଭାରତ।

For more updates Join our WhatsApp Channel 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024