ତାରିଖ:୨୫/୧୧/୨୪, ସୋମବାର




*_`୧-ପଇତାଲାଗି ନୀତି  ପାଇଁ ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।`_*

*_`୨-ଭୁବନେଶ୍ୱର:୨୭ରୁ ତିନି ଦିନ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।`_*

*_`୩-ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଆଇଆଇସି ନିଲମ୍ବିତ, କର୍ତ୍ତବ୍ୟର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ।`_*

*_`୪-ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ । ପୁରା ଘଟଣାର ଅନୁଧ୍ୟାନ କରିବ ।`_*

*_`୫-ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ ରହିଛି କିଟ୍‍।`_*

*_`୬-ଆସନ୍ତା ଡିସେମ୍ବର ମାସରେ ଆନ୍ଦୋଳନକୁ ଓଲ୍ଲାଇବେ ଓଡିଶା ଆଉଟସୋର୍ସଙ୍ଗ କର୍ମଚାରୀ।`_*

*_`୭-ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ: ଆଇନ ମନ୍ତ୍ରୀ`_*

*_`୮-ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁର:ଦିନେ ଥିଲେ ଶାସକ ଦଳର ବିଧାୟକ; ଆଜି ବନିଯାଇଛନ୍ତି ସାଧାରଣ ଚଷାପୁଅ।`_*

*_`୯-କଟକ:ଜବାହରଲାଲ ଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମରେ NCCର ୭୬ ତମ ବାର୍ଷିକୀ ସମାରୋହ ଅନୁଷ୍ଠିତ।`_*

*_`୧୦-ଭୁବନେଶ୍ୱର: ଧରାପଡିଲେ ଲୁଟେରା ଘାଉ- ବିକାଶ,୨ ବାଇକ୍ ଜବତ୍।`_*

*_`୧୧-ଭବ ଦାସଙ୍କ ଗିରଫକୁ ନେଇ ଅଶାନ୍ତ ଯାଜପୁର । ଶାନ୍ତି ଫେରାଇ ଆଣିବାକୁ ପୁଲିସର ଉଦ୍ୟମ।`_*

*_`୧୨-ଢେଙ୍କାନାଳ, ହିନ୍ଦୋଳ ବନାଞ୍ଚଳ:ବୁଲୁଛନ୍ତି ୧୦୦ରୁ ଅଧିକ ବଣୁଆ ହାତୀ, ଭୟରେ ୫ ପଞ୍ଚାୟତବାସୀ।`_*

*_`୧୩-JEE MAIN ୨୦୨୫ ପାଇଁ ୧୧ଲକ୍ଷରୁ ଅଧିକ ଆବେଦନ।`_*

*_`୧୪-ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ଐତିହ୍ୟ, ସାହିତ୍ୟ ଓ ପରମ୍ପରାର ପ୍ରଶଂସା କଲେ ।`_*

*_`୧୫-ପାଟଣା,୪୯ ନମ୍ବର ଜାତୀୟ ରାଜପଥ:ବାଇକକୁ ଧକ୍କା ଦେଲା ଟ୍ରକ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର।`_*

*_`୧୬-ଆଜିଠୁ ସଂସଦର ଶୀତ ଅଧିବେଶନ,ଗୃହିତ ପାଇଁ ୧୫ ବିଧେୟକ ତାଲିକାଭୁକ୍ତ।`_*

*_`୧୭-ଝାଡ଼ଖଣ୍ଡ:ନଭେମ୍ବର ୨୮ରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ।`_*

*_`୧୮-ଉତ୍ତରପ୍ରଦେଶର ସମ୍ଭାଲସ୍ଥିତ ଜାମା ମସଜିଦରେ ସର୍ଭେ ସମୟରେ ହିଂସାତ୍ମକ ସଂଘର୍ଷ, ୩ ମୃତ।`_*

*_`୧୯-ମଣିପୁର ହିଂସା – ସପ୍ତାହେ ପରେ ଆଜି ଖୋଲିବ ସ୍କୁଲ, କଲେଜ।`_*

*_`୨୦-ଆଇପିଏଲ ନିଲାମ – ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳୀ,ଋଷଭ ପନ୍ତ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଗଲେ।`_*

*_`୨୧-ପର୍ଥ ଟେଷ୍ଟ,ବିରାଟ କୋହଲିଙ୍କ ଶତକ, ୪୮୭ ରନରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୫୩୪ ରନର ବିଜୟ ଲକ୍ଷ୍ୟ।`_*

For more updates Join our WhatsApp Channel 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)