ତାରିଖ:୨୦/୧୧/୨୪, ବୁଧବାର




*_`୧-ସିଙ୍ଗାପୁର ରୋଡ଼ ସୋ'ରେ ଉଦ୍ଯୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ଯୋଗଦେଲେ ୩୦୦ ଶିଳ୍ପପତି।`_*

*_`୨-ଭୁବନେଶ୍ୱର:+୨ ଫର୍ମ ପୁରଣ ଅବଧି ବୃଦ୍ଧି,୨୫ ଯାଏଁ ୬୦୦ ଟଙ୍କା ଜରିମାନା ସହ ସୁଯୋଗ।`_*

*_`୩-୭୦ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ କରିନାହାଁନ୍ତି ଅପଡେଟ । ଖାଉଟି କାର୍ଡ ତାଲିକାରୁ ବାଦ ପଡିବା ନେଇ ଆଶଙ୍କା ବଢ଼ିଲା।`_*

*_`୪-କଟକ:ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକେଟ ଦର ହ୍ରାସ କରିଛି ଓସିଏ ।`_*

*_`୫-ଏମ୍ସରେ ଚାକିରି ନାଁ ରେ ୧୨ ଲକ୍ଷ ଠକେଇ,ଧରାପଡିଲା ଧୂର୍ତ ସିକୁରିଟି ଗାର୍ଡ।`_*

*_`୬-ଲୋକସେବା ଭବନ କନ୍‌ଫରେନ୍ସ ହଲରେ ନଭେମ୍ବର ୨୯ରୁ ଆରମ୍ଭ ହେବ ୩ ଦିନିଆ DGP କନଫରେନ୍ସ । ଯୋଗଦେବେ ପିଏମ୍ ମୋଦି`_*

*_`୭-କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା, ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ମୁମ୍ବାଇରୁ ଆସିଲେ କିସ୍‍।`_*

*_`୮-ବାଲୁଗାଁ:ଜାତୀୟ ରାଜପଥରେ ବନ୍ଧୁକ ମୂନରେ ଡକାୟତି, ବ୍ଲାଙ୍କ ଫାୟାର କରି ଲୁଟି ନେଲେ ୮ ଲକ୍ଷ ଟଙ୍କା।`_*

*_`୯-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ଗୋଟିଏ ଦିନ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରା।ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ରେ ସରିବ ବାଲିଯାତ୍ରା ।`_*

*_`୧୦-ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ରେ ହେବ ପରବର୍ତ୍ତୀ ଶୁଣାଣି।`_*

*_`୧୧-ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି।`_*

*_`୧୨-ଆସୁଛି ଆଉ ଏକ ଲଘୁଚାପ, ୨୧ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଶୀତ ବଢିବାର ସମ୍ଭାବନା।`_*

*_`୧୩-ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ, ୮୭୦ ଗ୍ରାମ ସୁନା ସହ ନଗଦ ୧୩ ଲକ୍ଷ ୪୭ ହଜାର ଜବତ।`_*

*_`୧୪-ନୂଆପଡା,ଦେଓଧରା ଗାଁ:ବାଘକୁ କାଟି ଖାଇଗଲେ, ୨ ଶିକାରୀ ଗିରଫ।`_*

*_`୧୫-ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଦାଣ୍ଡଘାଟ ନଦୀ ପଠା:ବାଘ ପାଦ ଚିହ୍ନକୁ ନେଇ କୋକୁଆ ଭୟ, ସଂଧ୍ୟା ହେଲେ ଘରେ ତାଟି କବାଟ।`_*

*_`୧୬-ଚନ୍ଦ୍ରଶେଖରପୁର:ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର । ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ଆବଣ୍ଟନ`_*

*_`୧୭-ଜେଲରୁ MA ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା, ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତି।`_*

*_`୧୮-କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ ।`_*

*_`୧୯-ତିରୁପତି ମନ୍ଦିରରୁ ବାହାରିବେ ଅଣ ହିନ୍ଦୁ କର୍ମଚାରୀ; ମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି।`_*

*_`୨୦-ନୂଆ ଦିଲ୍ଲୀ:ଆଜି ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଭୋଟ୍, ନଭେମ୍ବର ୨୩ରେ ଭୋଟ୍ ଗଣତି।`_*

*`_୨୧-୨୦୩୦-୨୦୫୦ ମଧ୍ୟରେ ବିଶ୍ୱର ମୋଟ ଶ୍ରମ ବଳରେ ଭାରତ ଭାଗ ୨୦% ହେବ: ଚୀନରେ କମୁଛନ୍ତି କର୍ମଜୀବୀ।`_*

*_`୨୨-ଥାଇଲାଣ୍ଡ:ଯାନ୍ତ୍ରିକ ତ୍ରୁଟି, ୮୦ ଘଣ୍ଟା ଅଟକି ରହିଲେ ଏୟାର ଇଣ୍ଡିଆର ୧୦୦ ଯାତ୍ରୀ।`_*

For more updates Join our WhatsApp Channel 

Comments