Posts

ଖବର ଆଜିର ତାରିଖ:୨୫/୦୭/୨୫, ଶୁକ୍ରବାର

୧-ଭୁବନେଶ୍ୱର:୪୯୮୨ କୋଟିର ୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ, ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା,୧୨ ହଜାର ଲୋକଙ୍କୁ ମିଳିବ ରୋଜଗାର। ୨-ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ। ୩-ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ, ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ । ୪-କଲେଜରେ ପଶିବନି ନିଶା ଦ୍ରବ୍ୟ: ନିଶାମୁକ୍ତ କ୍ୟାମ୍ପସ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ୫-ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷା; ୩୦ଟି ବ୍ଲକରେ ୫୦ ମିଲିମିଟର ଅଧିକ ବର୍ଷା ରେକର୍ଡ। ୬-କଟକ: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ୭-ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡିତା । ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍‌ । ଛଅ ଦିନ ପରେ ବି ପୁଲିସ ହାତ ଖାଲି । ସେପଟେ ବାଲେଶ୍ୱର ଛାତ୍ରୀ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ ଜାରି । ୮-ରୁପା ମୁଦି କହିବ ବଳଙ୍ଗା ସତ, ପୋଲିସ ହାତରେ ଲାଗିଛି ବଡ଼ ସୁରାକ,ବଳଙ୍ଗା ପୋଲିସ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି। ୯-କେନ୍ଦ୍ରାପଡ଼ା:ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୦-ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ...

News Headlines from Business News Agencies 24.07.2025

*Business Standard*   📝 ADB lowers India's FY26 growth forecast to 6.5%, cites impact of US tariffs 📝 IHH inks Fortis-Gleneagles O&M deal to strengthen pan-India platform 📝 Outward remittances under RBI's LRS fall 4.4% to $2.3 billion in May 2025 📝 Renault eyes full capacity at Chennai plant, no new partner planned 📝 Mutual fund industry showcases resilience, growth: ICRA Analytics 📝 Deepali Naair to lead Brand & Corporate Communications at Biocon Biologics 📝 RBI net bought $1.76 billion in forex market in May, shows bulletin 📝 Inbound Aerospace raises $1 mn pre-seed round led by Speciale Invest 📝 MNCs prefer institutional office assets for setting up GCCs in India: C&W 📝 SBI eyes spot among world's top 10 banks by market value in 5 years 📝 Whirlpool India stake sale: EQT, Bain lead as Reliance, Havells step back   *Economic Times* 📝 Indian economy remained stable amid tariff policy uncertainties: RBI Bulletin 📝 Saudi Arabia was top buyer of Russian...

ଖବର ଆଜିର ତାରିଖ ୨୪/୦୭/୨୫, ଗୁରୁବାର

୧-ନୂଆ ଦିଲ୍ଲୀ: ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ -ମାମଲା ରୁଜୁର ୨ ମାସ ଯାଏ ଗିରଫ କରନି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମାମଲା ଏଫ୍ ଡବ୍ଲୁସିକୁ ପଠାଇବାକୁ ବାଧ୍ୟ। ୨-ଆଳୁ ପାଇଁ ମମତାଙ୍କୁ ଭେଟିବେ ଯୋଗାଣ ମନ୍ତ୍ରୀ, ବାର୍ଷିକ ଆବଶ୍ୟକ ୧୪ଲକ୍ଷ, ଉତ୍ପାଦନ ହେଉଛି ୫ଲକ୍ଷ ଟନ୍। ୩-ଭୁବନେଶ୍ୱର:ପ୍ରତି ସ୍କୁଲରେ ଗଠନ ହେବ ଆଇସିସି କମିଟି; ଏଣିକି ସିବିଏସଇ ଭଳି ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି। ୪-ଭୁବନେଶ୍ୱର:ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ,ଆପ୍‌କୁ ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୫-ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ, ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ, ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ୬-ଭୁବନେଶ୍ୱର:ରାଜଭବନ ଇତିହାସରେ ପ୍ରଥମ: ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ ନିଯୁକ୍ତ। ୭-ନବରଙ୍ଗପୁର ଜିଲାର ଜଣେ ନର୍ସିଂ ଛାତ୍ରୀଙ୍କ ଫଟୋ ଭାଇରାଲ କରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । ୮-ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ । ୯-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଭାଙ୍ଗିଲେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର। ୧୦-ବଳଙ୍ଗା ବର୍ବରତା: ଦୁବୃର୍ତ୍ତଙ୍କ ପତ୍ତା ମିଳୁନାହିଁ, ...

News Headlines from Business News Agencies 23.07.2025

  *Business Standard*   📝 Centre approves ₹33,081 crore to states for health infra upgrade by 2026 📝 India's economic growth makes it a global stability anchor: NITI Aayog VC 📝 Construction industry margins to stay between 10.25-10.75% in FY26: Icra 📝 Akasa Air aims to have 226 planes in fleet by 2032, says CFO Ankur Goel 📝 Coca-Cola Q2 results: Revenue up 2.5% at $12.62 bn on steady soda demand 📝 Tata Communications partners with AWS for AI-ready network rollout in India 📝 Patrik Antoni to be new CEO of Ikea India as Susanne Pulverer resigns 📝 Serentica to source wind turbines from SANY for 336 MW Karnataka project 📝 Juniper Green Energy commissions additional 43 MWp in Maharashtra 📝 Mumbai ultra-luxury home sales jumps 20% in H1 to record ₹14,751 cr: Report 📝 Public sector bank NPAs drop to 2.58% from 9.11% in 4 yrs: Finance ministry   *Economic Times* 📝 Govt does not foresee revenue shortfall, aims to achieve deficit target: MoS Finance 📝 PLI scheme for bu...

ଖବର ଆଜିର ତାରିଖ:୨୩/୦୭/୨୫, ବୁଧବାର

୧-ଭୁବନେଶ୍ୱର:ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ୪୯ ଅଧିକାରୀଙ୍କ ବଦଳି, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ। ୨-ଆଭ୍ୟନ୍ତରୀଣ ଅଭିଯୋଗ ସମିତି ରିପୋର୍ଟ ନ ଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ:୨୦୯ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ୍। ୩-ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ୪-ଖରିଫ୍ ଧାନ କିଣା, ଚାଷୀଙ୍କର ହେବ ଇ କେଓ୍ବାସି,ବାପା ଜେଜେଙ୍କ ନାଁ ରେ ଜମିଥିଲେ ପୁଅ କରିପାରିବେ ପଞ୍ଜିକରଣ। ୫-ଦିଲ୍ଲୀ ଗସ୍ତରେ ମନମୋହନ, ମନ୍ତ୍ରୀମଣ୍ଡଳ ଓ ନିଗମ ନିଯୁକ୍ତି ଚର୍ଚ୍ଚା ବଢ଼ିଲା। ୬-ଭୁବନେଶ୍ୱର:ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା, ଚିଠିଲେଖି ଉଚ୍ଚ ଶିକ୍ଷା ବିଭାଗ ଚୁପ୍। ୭-ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି, ଅପରାହ୍ନ ପରେ ରହିବ ଦର୍ଶନ କଟକଣା। ୮-ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍‌ ସାମିଲ।ଫଳରେ ରାଜ୍ୟର ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ୯-ଆଜିଠୁ ଲଘୁଚାପ ; ଆସନ୍ତା ୪ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ୧୦-ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସେ ଥିଲେ ଡାକ୍ତର। ୧୧-ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ...

News Headlines from Business News Agencies 22.07.2025

  *Business Standard :*   📝 India-UK signing of trade pact on Jul 24; Piyush Goyal to accompany PM Modi 📝 L&T to set up India's largest green hydrogen plant at IOCL Panipat 📝 Brigade Hotel Ventures to add 960 rooms by FY28, focus on luxury segment 📝 Sun Pharma's psoriasis drug delivers positive results in arthritis trials 📝 Domino's tops Q2 US sales estimates on strong demand, new menu deals 📝 UltraTech Cement Q1 FY26 results: Net profit surges 49% to ₹2,226 crore 📝 EduFund secures $6 million in Series A round to expand beyond metro cities 📝 Diagnostic firm Aarthi Scans eyes North India, lines up ₹350 cr investment 📝 India's VC funding hits $3.5 bn led by fintech amid global slowdown: KPMG 📝 MediaTek sees major boost as Indian EV makers adopt AI, HPC solutions 📝 Reliance's expansion into green energy segment sparks analyst optimism 📝 Russia-linked refinery, Nayara tightens sale terms, seeks early payment after curbs   *Economic Times :*   📝 India co...

ଖବର ଆଜିର ତାରିଖ:୨୨/୦୭/୨୫, ମଙ୍ଗଳବାର

୧-ପ୍ରକାଶ ପାଇଲା+୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା,୫୨ହଜାର ୯୫୫ ଜଣ ଛାତ୍ରଛାତ୍ରୀ ମନୋନୀତ। ୨-ଭୁବନେଶ୍ୱର:LLB ପ୍ରଥମ ମେଧା ତାଲିକା ପ୍ରକାଶିତ,୩ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୩୬୦ ଯୋଗ୍ୟ ବିବେଚିତ। ୩-ଭୁବନେଶ୍ୱର: ସଚିବ ବୁଲିବେ ଜିଲ୍ଲା,ହିସାବ ରଖିବେ ଜନତା, ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଓ୍ବେବସାଇଟ୍। ୪-ଭୁବନେଶ୍ୱର:ଶ୍ରାବଣ ଦ୍ବିତୀୟ ସୋମବାର, ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କଲେ ୨୦ ହଜାର କାଉଡ଼ିଆ। ୫-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ। ୬-ଭୁବନେଶ୍ୱର:ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢ଼ିଲା, ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ୭-ଭୁବନେଶ୍ୱର: ନିଳମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତ ,ଦୁଷ୍କର୍ମ ମାମଲାରେ ଜେଲ୍ ଗଲେ।  ୮-ଦ୍ୱନ୍ଦ୍ୱ ଦୂର କଲା ଏନସିଇଆରଟି: ସାମାଜିକ ବିଜ୍ଞାନର ୨ୟ ଭାଗରେ ଆସିବ ପାଇକ ବିଦ୍ରୋହ। ୯-ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣା; ୫ମ ଦିନ କଲେଜରେ ୨ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ଙ୍କ ପଚରାଉଚରା ଜାରି। ୧୦-ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍‌ପି ପିନାକ ମିଶ୍ର। ୧୧-ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଦୁର୍ଘଟଣା,ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ୧୨-ଭୁବନେ...